ପୁଣି ସଂସଦରେ ସ୍ୱତନ୍ତ୍ର ବର୍ଗ ମାନ୍ୟତା ଦାବି ଉଠାଇଲା ବିଜେଡି
ଭୁବନେଶ୍ବର : ପୁଣି ସଂସଦରେ ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ଦାବି ଉଠାଇଲା ବିଜେଡି। ସଂସଦରେ ଏକ ଶକ୍ତିଶାଳୀ ଏବଂ ଆବେଗପୂର୍ଣ୍ଣ ଭାଷଣ ଦେଇ, ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା…











