ବିବାହ ବନ୍ଧନରେ ବାନ୍ଧିହେବେ ମାହାଙ୍ଗା ବିଧାୟକ
ନିଶ୍ଚିନ୍ତକୋଇଲି: ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଏହାକୁ ନେଇ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉତ୍କଣ୍ଠା ପ୍ରକାଶ ପାଇଛି । ବିଧାୟକ ଶ୍ରୀ ପ୍ରଧାନକେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ…












