ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର କର୍ପୋରେଟର୍ ଗୋଷ୍ଠୀଙ୍କୁ ଶଙ୍ଖ ଭବନରୁ ଡାକରା
କଟକ: ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି । ବିଜେଡିରୁ ବହିଷ୍କାର ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ନିଜ ସଂଗଠନକୁ ଏକଜୁଟ୍ କରୁଥିବାବେଳେ ବିଜେଡି ଶୀର୍ଷ ନେତୃତ୍ୱ କର୍ପୋରେଟର୍ଙ୍କୁ ବୁଝାଶୁଝା ଜାରି ରଖିଛନ୍ତି । ଏଭଳି ସ୍ଥିତିରେ…










