ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ

‘ଘରୋଇ କମ୍ପାନୀଙ୍କୁ କାହିଁକି ଦେଖାଇଥିଲ ଅନୁକମ୍ପା’ । । ପ୍ରଭାନ୍ୟୁଜ୍‌ । । ଭୁବନେଶ୍ୱର, ୨ ।୧୦ : ଓଡ଼ିଶାରେ ଏମ୍‌ଏମ୍‌ଡିଆର୍‌ ଆଇନ ଏବଂ ପ୍ରାକୃତିକ ସମ୍ପଦ ଯୋଗାଣକୁ ନେଇ ବିଜୁ ଜନତା ଦଳ ଏବଂ ବିରୋଧୀ ଦଳ ନେତା ନବୀନ…

Continue reading
ଓଡ଼ିଶାବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ଅକ୍ଷମ ଥିଲା ବିଜେଡି ସରକାର : ସତ୍ୟବ୍ରତ ପଣ୍ଡା

 ଜଳ ଜୀବନ ମିଶନରେ ପୂର୍ବ ସରକାରଙ୍କ ଦୁର୍ବଳ କାର୍ଯ୍ୟାନ୍ୱୟନକୁ ପଦାରେ ପକାଇଲା ସିଏଜି ରିପୋର୍ଟ  ୨୦୧୯-୨୪ରେ ନିଆଯାଇଥିବା ୨୦୭ ମେଗା ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ଜୁନ୍ ୨୦୨୪ ସୁଦ୍ଧା ମାତ୍ର ୨ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା  ଗାଁର…

Continue reading
ଚାମେଲି ଓଝା ମାମଲାରେ NHRC ତଦନ୍ତ, ୫ରେ କେନ୍ଦ୍ରାପଡ଼ା ଆସିବ ୩ ଜଣିଆ ଟିମ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସହ ଜଡ଼ିତ ବିବାଦ ଏବେ ଜାତୀୟ ମାନବାଧିକାର କମିସନ (NHRC) ନିକଟରେ ପହଞ୍ଚିଛି। ଘଟଣାର ତଦନ୍ତ ପାଇଁ ଅକ୍ଟୋବର ୫ରେ କେନ୍ଦ୍ରାପଡ଼ାରେ ଏକ ୩ ଜଣିଆ ଟିମ୍‌ ପହଞ୍ଚିବା…

Continue reading
ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, କଂଗ୍ରେସର ପ୍ରତିବାଦ, ବିଜେପିର ସେବା ସଂକଳ୍ପ ଅଭିଯାନ

ଭୁବନେଶ୍ୱର: ଗାନ୍ଧି ଜୟନ୍ତୀରୁ ରାଜ୍ୟ ରାଜନୀତି ଆହୁରି ସରଗରମ ହେବ । ସବୁ ଦଳ ମଇଦାନକୁ ଓହ୍ଲାଇବେ । ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ରଣନୀତି ସହ ଆସୁଛନ୍ତି । ଶାସକ ଦଳ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ…

Continue reading
ଜନସମ୍ପର୍କ ପଦଯାତ୍ରା: ରାଜ୍ୟ ସରକାରଙ୍କ ବିଫଳତା ଓ ପରିଚାଳନା ଉପରେ କହିଲେ ନବୀନ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ବିଜେଡିର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନମଣ୍ଡଳୀରୁ ଶୁଭାରମ୍ଭ ହୋଇଛି । ନଭେମ୍ବର ଦୁଇ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ବିମାନବନ୍ଦର ନିକଟସ୍ଥ ରଜ ପଡିଆରୁ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ…

Continue reading
ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ଆଜିଠୁ ସିଜେପି ଓ ‘ଇଣ୍ଡି’ ମେଣ୍ଟର ବିକ୍ଷୋଭ

ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାକୁ ନେଇ ଦେଶ ରାଜନୀତି ଉଠୁଛି ପଡୁଛି। ଏସଆଇଆର ପ୍ରସଙ୍ଗରେ ସିଇସି ଓ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତଙ୍କ ମଧ୍ୟରେ ମତଭେଦ ସମ୍ବନ୍ଧିତ ଗଣମାଧ୍ୟମ ରିପୋର୍ଟ ଆସିବା ପରେ ବିରୋଧୀ…

Continue reading
ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲେ ଭାରତ ନିର୍ବାଚନ ଆୟୋଗ

ଭୁବନେଶ୍ୱର:  ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ, ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ସାମିଲ କରାଇବାର ସୁଯୋଗ ଅବ୍ୟାହତ ରହିଛି। ଏଥିପାଇଁ ଯୋଗ୍ୟ ନାଗରିକମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ…

Continue reading
ମହାନଦୀ ଜଳ ବିବାଦ ବୈଠକରେ ହେଉଥିବା ନିଷ୍ପତ୍ତିକୁ ସାର୍ବଜନୀନ କରାଯାଉ: ବିଜେଡି

କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ବୈଠକ ଆୟୋଜିତ ନହେଉ ଟ୍ରିପଲ ଇଞ୍ଜିନ ଥାଇ ମଧ୍ୟ ଅଢେଇ ବର୍ଷ ପରେ ବିବାଦ ଯେଉଁଠି ଥିଲା ସେଇଠି ରହିଛି ଅଣମୌସୁମୀ ସମୟରେ ଓଡିଶାକୁ ଆବଶ୍ୟକୀୟ ଜଳ ମିଳିବା ନେଇ ନିଶ୍ଚିତ କରାଯାଉ ଭୁବନେଶ୍ୱର, :…

Continue reading
ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ: ବିଜେପିର ୭ ଓ ଏସପିର ୨ଟି ଆସନ ନିଶ୍ଚିତ; ଦଶମ ଆସନ କିଏ ପାଇବ?

ଅକ୍ଟୋବର ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି ଏବଂ ବିଜେପି ତଥା ସମାଜବାଦୀ ପାର୍ଟି (ଏସପି) ଏକ କଡ଼ା ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମୋଟ ୧୦ଟି ଆସନ…

Continue reading
ଡିସିଏମଙ୍କ ଗାଲରେ ଚାପୁଡ଼ା!

କି କଥା ଏଗୁଡ଼ା । ଡିସିଏମ ମାନେ ଡେପୁଟି ସିଏମ୍‌ । ସେ କେତେ ପାୱାରଫୁଲ୍‌ ? ପୁଣି ରାଇଜର ପ୍ରଥମ ମହିଳା ଡିସିଏମ୍‌ । ହାତରେ ଗଦାଗଦା ବିଭାଗ । କୋଟିଏ ମହିଳାଙ୍କୁ ବର୍ଷକୁ ୧୦ ହଜାର ଦେଉଛନ୍ତି ।…

Continue reading