ଓଡ଼ିଶାବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ଅକ୍ଷମ ଥିଲା ବିଜେଡି ସରକାର : ସତ୍ୟବ୍ରତ ପଣ୍ଡା
ଜଳ ଜୀବନ ମିଶନରେ ପୂର୍ବ ସରକାରଙ୍କ ଦୁର୍ବଳ କାର୍ଯ୍ୟାନ୍ୱୟନକୁ ପଦାରେ ପକାଇଲା ସିଏଜି ରିପୋର୍ଟ ୨୦୧୯-୨୪ରେ ନିଆଯାଇଥିବା ୨୦୭ ମେଗା ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ଜୁନ୍ ୨୦୨୪ ସୁଦ୍ଧା ମାତ୍ର ୨ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା ଗାଁର…
















