ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା

ପୀଡିତାଙ୍କ ଘରକୁ ଗସ୍ତ କଲା ବିଜେଡି ପ୍ରତିନିଧିମଣ୍ଡଳୀ ଡିସିପିଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୦୧/୧୦/୨୦୨୬: ଆଜି ଭୁବନେଶ୍ୱରରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭଡାଘରେ ଜଣେ ଅଜଣା ମୁଖାପିନ୍ଧା ବ୍ୟକ୍ତି…

Continue reading
ନବୀନଙ୍କ ପଛରେ ବଦମାସ୍‌

ଭୁବନେଶ୍ୱର : ‘ଆପଣମାନଙ୍କୁ କାମ କରିବାକୁ ପଡିବ । ବହୁତ ପରିଶ୍ରମ କରିବାକୁ ପଡିବ । ଆପଣମାନେ ଜାଣିଛନ୍ତି, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ସେଥିପାଇଁ ଆମ ସମସ୍ତଙ୍କୁ ବହୁତ କାମ କରିବାକୁ ପଡିବ । ମୁଁ ଶୁଣିଛି ଶେରଗଡରେ…

Continue reading
“ସିଏଜି ରିପୋର୍ଟ” ବିଜୁ ଜନତା ଦଳର ଖଣି କେଳେଙ୍କାରୀ କଳା ଚିଠାର ନୂଆ ପୃଷ୍ଠା: ଅନୀଲ ବିଶ୍ୱାଳ

 ସିଏଜି ରିପୋର୍ଟ ଏବଂ ଏମ୍‌ଏମ୍‌ଡିଆର୍ ସଂଶୋଧନ ଉପରେ ବିଜେଡିକୁ ଖୋଲା ବିତର୍କ ପାଇଁ ଆହ୍ୱାନ  ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ଖଣି ପ୍ରଶାସନ ଏବଂ ଖଣି ପ୍ରଭାବିତ ଅଂଚଳରେ କେଉଁଭଳି ଭାବରେ…

Continue reading
ଲେଉଟିଲା ଚମେଲୀ ଓଝା ରାଜନୀତି

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ବହୁଚର୍ଚ୍ଚିତ ତିଖିରି ସରପଞ୍ଚ ଚମେଲୀ ଓଝାଙ୍କ ଅଭିଯୋଗକ୍ରମେ ଜାତୀୟ ମାନବାଧିକାର କମିଶନ କଠୋର ଆଭିମୁଖ୍ୟ ଗ୍ରହଣ କରି ସରଜମିନ୍‌ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ୩ ଜଣିଆ ତଦନ୍ତକାରୀ ଟିମ୍‌ ଆସନ୍ତା ଅକ୍ଟୋବର…

Continue reading
ରାୟଗଡ଼ା ରାଜନୀତି : ଭାସ୍କର ଦେଖାଇଲେ ଦମ୍‌

ଶ୍ରମିତା ହେଲେ ପୌର ଉପାଧ୍ୟକ୍ଷା ପୌରାଧ୍ୟକ୍ଷ ମହେଶ ଓ ଶ୍ରମିତା ବିଜେଡିରୁ ନିଲମ୍ବିତ ରାୟଗଡା : ରାୟଗଡା ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ ତାଙ୍କର ଦମ୍‌ ଦେଖାଇଛନ୍ତି । ରାୟଗଡ଼ା ପୌରାଧ୍ୟକ୍ଷଙ୍କ ଠାରୁ…

Continue reading
Mahanadi Dispute : ଅମିତ୍‌ ଶାହଙ୍କ ବଡ଼ ଘୋଷଣା

ଯୋଗଦେଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସମାଧାନର ନିକଟତର ହେଉଛୁ, ଖୁବ ଶୀଘ୍ର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବାର ଆଶା- ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସମାଧାନ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ‘ମଡେଲ ଡିସ୍‌ପୁଟ…

Continue reading
ମହାନଦୀ ଜଳ ବିବାଦ: ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ-ବିଷ୍ଣୁଦେବ ସାଏ

ଭୁବନେଶ୍ୱର: ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ ମହାନଦୀ ବିବାଦ ନେଇ ବୈଠକ ହେବ । ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବେ । ତେବେ ଏହି…

Continue reading
ସିଏଜି ରିପୋର୍ଟକୁ ଆଶା ବାଡ଼ି କରି ବିଜେପି ମିଛ ରାଜନୀତି କରୁଛି :ଲେଖାଶ୍ରୀ

ଭୁବନେଶ୍ୱର: ଡିଏମଏଫ ଫଣ୍ଡକୁ ନେଇ ଡବଲ ଇଞ୍ଜିନ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେପି ମୁଖପାତ୍ର ଓ ସାଂସଦମାନେ ମନ ଗଢ଼ା କଥା କହି ଲୋକ ମାନଙ୍କୁ ଭ୍ରମିତ କରୁଛନ୍ତି । ଏମଏମଡିଆର ଭଳି ପ୍ରସଙ୍ଗକୁ ଏଡାଇ ଦେବାକୁ ବିଜେପି…

Continue reading
ଅକ୍ଟୋବର୨ରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨ରୁ ନଭେମ୍ୱର ୨ ତାରିଖ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟ ବ୍ୟାପୀ ସମସ୍ତ ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅକ୍ଟୋବର…

Continue reading
ଏଣିକି PMGSY ରାସ୍ତା ଶିଳାନ୍ୟାସ ଉଦ୍‌ଘାଟନରେ ସାଂସଦଙ୍କୁ ନିମନ୍ତ୍ରଣ ବାଧ୍ୟତାମୂଳକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (PMGSY) ଅଧୀନରେ ହେଉଥିବା ରାସ୍ତାର ଶିଳାନ୍ୟାସ ଓ ଉଦ୍‌ଘାଟନ ସମାରୋହରେ ସମ୍ପୃକ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବା ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଅତି କମ୍‌ରେ…

Continue reading