ବିଧାୟକ ପଦବୀରୁ ଇସ୍ତଫା ଦେବେ ନୀତିନ ନବୀନ

ପାଟନା: ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ ରବିବାର ପୂର୍ବାହ୍‌ଣଷର ବିହାର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେବେ। ସେ ସମ୍ପ୍ରତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହି ପଦକ୍ଷେପ ନିଶ୍ଚିତ ବୋଲି ବିବେଚନା କରାଯାଉଛି। ରାଷ୍ଟ୍ରୀୟ ସଭାପତି…

Continue reading
ପୁଣିଥରେ ଆସାମରେ ସରକାର ଗଢ଼ିବ ବିଜେପି: ଅମିତ ଶାହ

ଗୌହାଟୀ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବା ପରେ ସିଧା ଆସାମରେ ନିର୍ବାଚନ ପ୍ରଚାର କରିଛନ୍ତି ଅମିତ ଶାହା । ବିଶାଳ ରୋଡ୍ ଶୋ’ କରିଥିବାବେଳେ ବେଶ ଖୁସି ଥିବା ଜଣା ପଡ଼ିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ନିଜର…

Continue reading
ଜୋର୍‌ ଧରିଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ତଥା ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମନମୋହନ ସାମଲ ଶନିବାର ସକାଳୁ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ପାର୍ଟିର ଶୀର୍ଷ ନେତୃତ୍ବଙ୍କ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ସରକାରୀ…

Continue reading
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବେ ବୋଲି ଜଣେ ଅଧିକାରୀଠାରୁ ସୂଚନା ମିଳିଛି। ରାଷ୍ଟ୍ରପତିଙ୍କୁ ଭେଟିବା ସହ ଆଉ କିଛି ଅଧିକାରୀଙ୍କୁ ମଧ୍ୟ…

Continue reading
ଦ୍ବନ୍ଦ୍ବରେ ୧୧ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀ: କାହାର ହେବେ

ଭୁବନେଶ୍ବର: ରାଜ୍ୟସଭା କ୍ରସ୍ ଭୋଟିଂ ପରେ ବିଜେଡି ଓ କଂଗ୍ରେସରେ ଅସ୍ଥିରତା ଭୀଷଣ ହେଉଛି। ଉଭୟ ଦଳର ନେତୃତ୍ବ ଖୋଲା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏପଟେ କ୍ରସ୍‌ ଭୋଟିଂ କରିଥିବା ବିଧାୟକମାନଙ୍କ ଉପରେ ଶାସକ ଦଳର ଶୁଭଦୃଷ୍ଟି। ଏମିତି କିଛି ପରିବର୍ତ୍ତନର…

Continue reading
ବର୍ଷକରେ ବଢ଼ିଛି ୭.୩ % ଅପରାଧ, ଦୈନିକ ୮ ଦୁଷ୍କର୍ମ ଓ ୪ ହତ୍ୟା, ପର୍ଯ୍ୟଟନ ସ୍ଥଳୀ ପାଲଟିଛି ଦୁଷ୍କର୍ମ ସ୍ଥଳୀ: ବିଜେଡି

ଭୁବନେଶ୍ୱର, ୨୬/୦୩/୨୦୨୬: ରାଜ୍ୟରେ ଘଟୁଥିବା ଅପରାଧ ଉପରେ ଗତକାଲି ବିଧାନସଭାରେ ଶ୍ୱେତପତ୍ର ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଅପରାଧ ପ୍ରେମ ଶେଷ ବୋଲି ସାମାଜିକ ଗଣମାଧ୍ୟମରେ ଦେଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କ…

Continue reading
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ବିଜେଡିରେ ମିଶିଲେ ବହୁ ବିଜେପି କର୍ମୀ

ଭୁବନେଶ୍ୱର,୨୬/୦୩/୨୦୨୬: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୋଶାଣୀ ବ୍ଲକ ରମ୍ପା ପଞ୍ଚାୟତର ସରପଞ୍ଚ ଝୁନି ସବର,…

Continue reading
ସର୍ବଦଳୀୟ ପ୍ରତିବାଦ ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲେ ପିସିସି ସଭାପତି

କଟକ: କଟକଠାରେ ଆୟୋଜିତ, ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କଟକଠାରେ ଆୟୋଜିତ ସଦଗତି କାମନା ତଥା ପ୍ରତିବାଦ ସଭାରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ ଚରମ ବାଣୀ ଶୁଣାଇଛନ୍ତି ସେ…

Continue reading
ରାଜ୍ୟସଭା, ନୂଆପଡା ନିର୍ବାଚନରୁ ଜଣାପଡିଛି ଦୁର୍ବଳ ଏବଂ ସବଳ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିରୋଧୀଙ୍କ ଦୁର୍ବଳ ମୁଖ୍ୟମନ୍ତ୍ରୀ କଟାକ୍ଷକୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଏବେ କଷ୍ଟ ତ ହେବ । ରାଜ୍ୟସଭା ନିର୍ବାଚନ ପାଇଁ ଲୁଙ୍ଗି ପିନ୍ଧି ବସିଲେ ଏହା ଦ୍ୱାରା କେବଳ…

Continue reading
ରଘୁ ମହାନ୍ତି ଓ ଜୀବନ ପ୍ରଦୀପଙ୍କ ଘର ବାହୁଡା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଦୁଇ ବିଜେପି ନେତା ଯଥା, ପୂର୍ବତନ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାସ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାର ଶତାଧିକ କର୍ମୀ…

Continue reading