ପୁରୁଷ ଏସିଆ କପ୍‌ର ଦୃଶ୍ୟ ମହିଳା ବିଶ୍ୱକପରେ ରିପିଟ୍‌

ନୂଆଦିଲ୍ଲୀ: ଚଳିତ ଆଇସିସି ମହିଳା ବିଶ୍ୱକପରେ ରବିବାର ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଆର. ପ୍ରେମଦାସ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଖେଳା ଯାଉଛି। ପାକିସ୍ତାନ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ…

Continue reading
ମହିଳା ବିଶ୍ବକପ୍‌: ଆଜି ଭାରତ-ପାକିସ୍ତାନ ମୁକାବିଲା

କଲମ୍ବୋ : ମହିଳା ଦିନିକିଆ ବିଶ୍ବକପ୍‌ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ଉତ୍ତେଜନା ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ। ଏସିଆ କପ୍‌ରେ ପାକିସ୍ତାନ ପୁରୁଷ ଦଳ ସହ ଭାରତୀୟ…

Continue reading
୩ଟି ଫର୍ମାଟରେ ପୃଥକ୍ ଅଧିନାୟକ ଅସମ୍ଭବ : ଆଗରକର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ ଦଳ ମନୋନୟନ କରାଯାଇଛି। ରୋହିତ ଶର୍ମାଙ୍କ ସ୍ଥାନରେ ଗିଲ୍‌ଙ୍କୁ ଦଳର ଦିନିକିଆ ଅଧିନାୟକ ନିଯୁକ୍ତ କରାଯାଇଛି। ରୋହିତଙ୍କୁ ହଟାଇବା ନେଇ ବରିଷ୍ଠ ମନୋନୟନ କମିଟି ଅଧ୍ୟକ୍ଷ…

Continue reading
ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଇନିଂସ ବିଜୟ

ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି ଟେଷ୍ଟ ମ୍ୟାଚ୍‌। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ହାସଲ କରିଛି ବଡ଼ ବିଜୟ। ୱେଷ୍ଟଇଣ୍ଡିଜ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌କୁ ଭାରତୀୟ ଟିମ ଗୋଟିଏ ଇନିଂସ ଓ ୧୪୦ ରନରେ…

Continue reading
ଶୁବମନ ଗିଲ ନୂଆ ଦିନିକିଆ ଅଧିନାୟକ

ଟେଷ୍ଟ ପରେ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ଯୁବ ବ୍ୟାଟର ଶୁବମନ ଗିଲ। ‌ଅକ୍ଟୋବର ୧୯ରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଆରମ୍ଭ ହେବ ଗିଲଙ୍କ ଯୁଗ। ପୂର୍ବରୁ ଭାରତୀୟ ଦିନିକିଆ ଟିମର ଅଧିନାୟକ ଭାବେ କାର୍ଯ୍ୟ…

Continue reading
ଧୋନିଙ୍କୁ ବି ପଛରେ ପକାଇଲେ ଜାଡେଜା

ଟେଷ୍ଟ କ୍ରିକେଟରେ ଭାରତର ନୂଆ ଉପ ଅଧିନାୟକ ରବୀନ୍ଦ୍ର ଜାଡେଜା ନିଜର ଜଲୱା ଦେଖାଇଛନ୍ତି। ଅମହମଦାବାଦରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଜେଡେଜାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଶତକ। ଭାରତୀୟ ଇନିଂସର ୧୨୬ତମ ଓଭରର ତୃତୀୟ ବଲରେ ସେ ୧…

Continue reading
ରାହୁଲ ମାରିଲେ ଶତକ

ପ୍ରାୟ ୯ ବର୍ଷ ଧରି ଚାଲିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଓପନର କେଏଲ ରାହୁଲ। ୩୨୧୧ ଦିନ ପରେ କୌଣସି ଘରୋଇ ଟେଷ୍ଟରେ ରାହୁଲଙ୍କ ବ୍ୟାଟରୁ ବାହାରିଛି ଶତକ।ଅହମଦବାଦରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର…

Continue reading
ଏସିଆ କପ: ଚେକ୍‍ ଫିଙ୍ଗିଲେ ପାକିସ୍ତାନୀ ଅଧିନାୟକ

ନୂଆଦିଲ୍ଲୀ: ଏସିଆ କପ ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ମ୍ୟାଚର ଅନ୍ତିମ ପର୍ୟ୍ୟାୟରେ ଭାରତ ଦମଦାର ପ୍ରଦର୍ଶନ କରି ୫ୱିକେଟରେ ମ୍ୟାଚ୍‍ ଜିତି ଏସିଆ କପ୍‍ ଟ୍ରଫି ନିଜ ନାଁରେ କରିଛି । ଏସିଆ କପ ଇତିହାସରେ…

Continue reading
ଭାରତୀୟ ସେନାକୁ ମ୍ୟାଚ ଫି ଦାନ କଲେ ସୂର୍ୟ୍ୟକୂମାର

ନୂଆଦିଲ୍ଲୀ:ଏସିଆ କପ୍‍ ଫାଇନାଲରେ ଭାରତର ଦମଦାର ବିଜୟ । ୫ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ୯ମ ଥର ଟ୍ରଫି ହାତେଇଛି । ୪୧ବର୍ଷ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ଫାଇନାଲ ଖେଳୁଥିବା ବେଳେ ଧରାସାୟୀ ହୋଇଛି ପାକ୍‍ ଟିମ୍‍…

Continue reading
ନକ୍‌ଭିଙ୍କଠାରୁ ଟ୍ରଫି ନେଲାନି ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ପରେ ଷ୍ଟାଡିୟମ୍‌ରେ ନାଟକୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଚମ୍ପିଆନ୍ ଦଳ ଭାରତ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପ୍ରଥମଥର ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଲା। ଅପରେସନ ସିନ୍ଦୂର ପରେ କ୍ରିକେଟ ମଇଦାନରେ ଭାରତ…

Continue reading