ଆଜିଠାରୁ ଭାରତ-ଇଂଲଣ୍ଡ ଲର୍ଡସ ଲଢ଼େଇ
ଲର୍ଡସ: ଗୁରୁବାରଠାରୁ ଲର୍ଡସରେ ଇଂଲଣ୍ଡ-ଭାରତ ୩ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହାକୁ ଜିତି ଉଭୟ ଦଳ ଆଗୁଆ ହେବାକୁ ଚାହିଁବେ। ଯଶପ୍ରୀତ ବୁମ୍ରା ଓ ଜୋଫ୍ରା ଆର୍ଚର ଖେଳିବା ମ୍ୟାଚ୍କୁ ଅଧିକ ଆକର୍ଷଣୀୟ କରିବ।ଇଂଲଣ୍ଡର ଗ୍ରାଉଣ୍ଡମାନଙ୍କ ମଧ୍ୟରୁ ଲର୍ଡସରେ ଭାରତ ଟେଷ୍ଟ କ୍ରିକେଟ୍ରେ…












