ବିଜେପି ସାଂସଦଙ୍କୁ ମଞ୍ଚ ଉପରେ ବାବୁଙ୍କ ଅପମାନ
ଭୁବନେଶ୍ୱର : ଝାରସୁଗୁଡ଼ାରେ ଆୟୋଜିତ ହୋଇଥିଲା କୃଷକ ସମାବେଶ । ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଅନ୍ୟ ବିଧାୟକଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବି ଆମନ୍ତ୍ରଣ କରାଯାଇଥିଲା । ହେଲେ ବ୍ୟାନରରେ ତାଙ୍କର ଫଟୋ ନଥିବାରୁ…


