ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏକାଥରକେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର। ଏଥିସହ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ‘ମୋଦନ ସୁନ୍ଦର ଦେବ ଗୋଗୋମୀ’ ବିଜେତାଙ୍କ ନାଁ…
ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏକାଥରକେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର। ଏଥିସହ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ‘ମୋଦନ ସୁନ୍ଦର ଦେବ ଗୋଗୋମୀ’ ବିଜେତାଙ୍କ ନାଁ…
ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ଆଗୁଆ ଜାମିନ ଆବେଦନ କରିଥଲେ ଜୟ ନାରୟଣ। ହେଲେ ଆଗୁଆ ଜାମିନ ଦେବାକୁ ମନା କରି…
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏହା ଆସନ୍ତା ୨୨ ତାରିଖ ଯାଏ ଚାଲିବ। ଏଥର ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଲାଗିବ ବିଦେଶୀ ଛୁଙ୍କ। ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍ଘାଟନୀ କାର୍ୟ୍ୟକ୍ରମରେ ସାମିଲ ହେବେ। ଏଥିସହ ବହୁ…
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୮ତାରିଖରୁ ଚାଷୀଙ୍କୁ ଇନପୁଟ ସବସିଡି ମିଳିବ । ବରଗଡ଼ ସୋହେଲାରେ ଆୟୋଜିତ ହେବାକୁ ଥିବା ଚାଷୀ ସମାବେଶରେ ଏହି ସବସିଡି ଦିଆଯିବ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି ।…
କାମାକ୍ଷାନଗର: ପୋଖରୀରେ ବୁଡ଼ି ୨ ଭାଇ ମୃତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏକତାଳି ଗ୍ରାମରେ ଏହି ଅଘଟଣ ଘଟିଛି । ମୃତ ୨ ସମ୍ପର୍କୀୟ ଭାଇଙ୍କ ବୟସ ୭ ଓ ୮ ବର୍ଷ । ବଡ଼ଓଷା ପାଇଁ ଉଭୟ ମନ୍ଦିର…
ଭୁବନେଶ୍ୱର:କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ ହେବ ବୋଲି ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଏହାସହ ସେ କହିଛନ୍ତି ଯେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଚେକିଂ କଡ଼ାକଡ଼ି କରାଯିବ । ସିସିଟିଭ ଲଗାଯିବ ସହ ପାଟ୍ରୋଲିଂ କରାଯିବ ।…
ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଥାନା ପୋଲିସ-ସେନା ବିବାଦ ମାମଲା । ନୋଟିସ ପରେ ଘଟଣାରେ ସମସ୍ତ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ବ୍ୟକ୍ତି କମିଶନଙ୍କ ନିକଟରେ ହାଜର ହୋଇଥିଲେ । ଘଟଣାରେ ସମସ୍ତଙ୍କୁ ଗୁରୁବାର ସକାଳ ୧୦ଟା ୩୦ ସୁଦ୍ଧା ହାଜର ହେବା…
ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଜୟନାରାୟଣ ଆଗୁଆ ଜାମିନ ମାଗିଥିଲେ । ଜୟନାରାୟଣଙ୍କ ଆବେଦନକୁ ପ୍ରଥମେ ଓଡ଼ିଶା…
ରାଞ୍ଚି : ଝାଡଖଣ୍ଡ ବିଧାନସଭାର ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ବୁଧବାର ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ୟ୍ୟାୟରେ ୪୩ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ଏହି ପର୍ୟ୍ୟାୟରେ ୬୪.୮୩% ମତଦାନ ହୋଇଛି। ଏହି…
ଟିଟିଲାଗଡ଼: ଟିଟିଲାଗଡ଼ କେସିଙ୍ଗା ରେଳରାସ୍ତାର କୁମୁଡିପଦର ଠାରେ ଅଭାବନୀୟ ଘଟଣା ଘଟିଛି। ରେଳ ଧାରଣାରୁ ଜଣେ ମହିଳାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ମୁଣ୍ଡ ଅଲଗା ହୋଇ ରେଳ ଧାରଣାରେ ପଡି ରହିଥିବା ଦେଖିବାକୁ ମିଳିଛି। ଖବର…