ଏଣିକି ଆଉ ମିଳିବ ନାହିଁ ପ୍ରଶିକ୍ଷଣ ଭତ୍ତା

ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଶିକ୍ଷଣ ସଂସ୍ଥାରେ କାର୍ୟ୍ୟରତ କର୍ମଚାରୀ ଓ ଅଫିସରଙ୍କୁ ଏଣିକି ଆଉ ପ୍ରଶିକ୍ଷଣ ଭତ୍ତା(ଟ୍ରେନିଂ ଆଲାଉନ୍ସ) ମିଳିବ ନାହିଁ । ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶିକ୍ଷଣ ସଂସ୍ଥା ନିମନ୍ତେ ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରୁ କାର୍ୟ୍ୟକ୍ଷମ ହୋଇଛି…

Continue reading
ପାଣିରେ ବୁଡ଼ିଗଲେ ନାବାଳିକା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ଥାନା ଚମ୍ପାନଗରରେ ଭସା ଯାଇଥିବା ଡଙ୍ଗାରୁ କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ନାବାଳିକା। ମୃତା ନାବାଳିକାଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାଯାଇଛି।ଆଜି ସକାଳ ପ୍ରାୟ ୬ଟା ବେଳେ ସେ…

Continue reading
ରାଜ୍ୟର ୧୨୯ କ୍ରୀଡ଼ାବିତଙ୍କୁ ଆର୍ଥିକ ପୁରସ୍କାର ଦେଲେ ସରକାର

ଭୁବନେଶ୍ୱର: ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ରାଜ୍ୟର ୧୨୯ଜଣ ସଫଳ କ୍ରୀଡ଼ାବିତଙ୍କୁ ରାଜ୍ୟ ସରକାର  ଆର୍ଥିକ  ପୁରସ୍କାର ପ୍ରଦାନ କରିଛନ୍ତି । ୧୫ଟି କ୍ରୀଡ଼ାବର୍ଗର…

Continue reading
ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

ଭୁବନେଶ୍ୱର: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେଉଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଉଦଘାଟନ କରିବେ। ଏଥର ଉପର ଓ ତଳ ପଡ଼ିଆ ମିଶାଇ ମୋଟ ୨୫ ଶହରୁ ଉର୍ଦ୍ଧ ଷ୍ଟଲ୍ ଖୋଲିବ ବୋଲି ପ୍ରଶାସନ ତରଫରୁ…

Continue reading
ରବି ଫସଲ ପାଇଁ ଚାଷୀ ଚିନ୍ତାରେ

ତେଲେଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍‌। ଫଳରେ ତଳମୁଣ୍ଡକୁ ବହୁମାତ୍ରାରେ ପାଣି ନିଷ୍କାସିତ ହେଉଛି। ଖବର ପାଇ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ଜଳ ନିଷ୍କାସନ ହେବା ଦ୍ୱାରା ରବି ଫସଲ ପ୍ରଭାବିତ ହେବାର ଆଶଙ୍କା…

Continue reading
ଶିମିଳିପାଳରେ ପହଞ୍ଚିଲା ଗଙ୍ଗା

ଶିମିଳିପାଳରେ ରାଜ୍ କରିବେ ଗଙ୍ଗା-ଯମୁନା। ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଆଜି ଆସିଛି ଦ୍ୱିତୀୟ ବାଘୁଣୀ। ତା ନାଁ ଗଙ୍ଗା। ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ୍ ବା କଳା ମହାବଳ ବାଘଙ୍କ ବଂଶ ବୃଦ୍ଧି ପାଉଥିବାରୁ…

Continue reading
ଆନ୍ଦୋଳନକୁ ଡରିଗଲେ ଯୋଗୀ ସରକାର!

ଉତ୍ତର ପ୍ରଦେଶରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କର ବଡ଼ ବିଜୟ ହୋଇଛି। ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଦାବି ମାନି ନେଇଛି। ରିଭ୍ୟୁ ଅଧିକାରୀ (RO) ଏବଂ ଅତିରିକ୍ତ ରିଭ୍ୟୁ ଅଧିକାରୀ (ARO) ପରୀକ୍ଷାକୁ ନେଇ ପ୍ରାୟାଗରାଜ…

Continue reading
ଜାରି ହେଲା ବିଜ୍ଞପ୍ତି, OSSTET ପାଇଁ ଆବେଦନ ୧୯ତାରିଖରୁ

OSSTET (Odisha Secondary School Teacher Eligibility Test) -2024 ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)। ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନେ କେବଳ…

Continue reading
ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା

ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ପାଇଁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ)। ୨୧ ତାରିଖରେ ପ୍ରଥମ ଭାଷା…

Continue reading
ଦମ୍ପତି ସାଇକେଲରେ ଯାଉଥିଲେ ଗାଡ଼ି ଚଢ଼ିଗଲା

ସାଇକେଲରେ ଯାଉଥିଲେ ଏକ ଦମ୍ପତି। ପଛପଟୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍‌। ଖଣ୍ଡବିଖଣ୍ଡିତ ହୋଇଗଲା ସ୍ତ୍ରୀଙ୍କ ଶରୀର। ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ବେତଡ଼ା…

Continue reading