ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା
ବରଗଡ଼: ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର ଫିସରି ପଏଣ୍ଟ ଜଙ୍ଗଲରୁ ରବିବାର ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ନାବାଳିକାକୁ ଘରୁ ଅପହରଣ କରି ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ହତ୍ୟାରେ…
ଛତୁଆ ଖାଇ ଦୁଇ ଭଉଣୀ ମୃତ
ଗଜପତି: ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ ତୁଳସୀ ବଡମୁଣ୍ଡି(୬)ଏବଂ ଗୁଣବତୀ ବଡମୁଣ୍ଡି (୩) ମୃତ୍ୟୁ ବରଣ କରିଥିବା ବେଳେ ବାପା ଏବଂ ବଡ ଭଉଣୀଙ୍କ…
ସେକ୍ସଟର୍ସନ ସର୍ଦ୍ଦାର ଗିରଫ
କଟକ: ପୁଲିସ ହାତରେ ସେକ୍ସଟର୍ସନ ସର୍ଦ୍ଦାର । ଦିଲ୍ଲୀରୁ ଉଠାଇ ଆଣିଲା କଟକ କମିଶନନେଟର ସ୍ବତନ୍ତ୍ର ଟିମ୍ । ଜଣେ ନାଇଜେରିଆନ ଯୁବକକୁ ଦିଲ୍ଲୀରୁ ଗିରଫ କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ଆଣିଲା ପୁଲିସ । ଅଭିଯୁକ୍ତ ପାଖରୁ ମିଳିଲା ଗୁରୁତ୍ବପୂର୍ଣ୍ଣ…
ମନ୍ତ୍ରୀଙ୍କ କାରକେଡ ଉପରକୁ ଢେ଼ଲାମାଡ଼
ବାରିପଦା: ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମୟୂରଭଂଜ ଗସ୍ତ ଶେଷ ହେଲା ପରେ କାଳବୈଶାଖୀରେ କ୍ଷତିଗ୍ରସ୍ତର ସାମ୍ନା କରିଥିବା ଲୋକମାନେ କାରକେଡ୍ରେ ନିୟୋଜିତ ଥିବା ଗାଡ଼ି ଉପରକୁ ଢ଼େଲାମାଡ଼ ସହିତ ଉତ୍ତେଜନା ସୃଷ୍ଟି କରିଛନ୍ତି। ମୟୂରଭଂଜ ଜିଲ୍ଲା…
ବିଭତ୍ସ:ସମୁଦିକୁ ଟାଙ୍ଗିଆରେ ହାଣି ହତ୍ୟା
ନାକଟିଦେଉଳ: କିସିଣ୍ଡା ଥାନା ଗଞ୍ଜାବାହାଲରେ ବିଭତ୍ସ ହତ୍ୟାକାଣ୍ଡ। ସମୁଦିକୁ ଟାଙ୍ଗିଆରେ ହାଣି ସମୁଦି ହତ୍ୟା କରିଛି। ଝିଅ ବାପାର ଟାଙ୍ଗିଆ ଚୋଟରେ ପୁଅ ବାପାଙ୍କ ମୃତ୍ୟୁ ହୋଇଛି। ହତ୍ୟାକାରୀ ସମୁଦିକୁ ଗିରଫ ସହ ପୁଲିସ ତଦନ୍ତ ଆରମ୍ଭ କରିଛି। ସମ୍ବଲପୁର ଜିଲା…
ଗିରଫ ହେଲେ ଆଉ ଜଣେ ପିଇଓ
ଭୁବନେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ (ପିଇଓ)। ଥୁଆମୁଳ-ରାମପୁର ବକ୍ଲ ପିଇଓ ଦେବାନନ୍ଦ ସାଗରକୁ ଆଜି ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସରକାରୀ ଅର୍ଥକୁ କ୍ରିକେଟ ବେଟିଂରେ…
ନବ ଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇଥିବା ଯୁବକଙ୍କୁ ଜେରା
ଭୁବନେଶ୍ଵର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି। ଆଜି ବ୍ରଜରାଜନଗର ଥାନାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ସରୋଜ ସା ନାମକ ଜଣେ ଯୁବକଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି। ସରୋଜ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।…
ଲାଞ୍ଚ ନେଇ ଧରାପଡ଼ିଲେ ଯାଜପୁର ଆର୍ଡି ଡିଭିଜନ୍ର ଯନ୍ତ୍ରୀ
ଭୁବନେଶ୍ଵର : ଲାଞ୍ଚ ନେଇ ଧରାପଡ଼ିଲେ ଯାଜପୁର ଆର୍ଡି ଡିଭିଜନ୍ର ଯନ୍ତ୍ରୀ ଭୀମସେନ ମହାରଣା। ଶୁକ୍ରବାର ଟାଙ୍ଗି ଟୋଲଗେଟ୍ ନିକଟରେ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ସହ କାର୍ ଜବତ।…
ୟୁଟ୍ୟୁବର ତପି ମିଶ୍ର ଗିରଫ
ଭୁବନେଶ୍ବର: ପୁଣି ବିବାଦରେ ୟୁଟ୍ୟୁବର ତଥା ଅଭିନେତା ତପି ମିଶ୍ର । ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ ଧମକ । ଉତ୍ତେଜିତ ତଥା ଅପଶବ୍ଦ ପୋଷ୍ଟ କରି ଧମକ ଦେବା ଘଟଣାରେ ଏବେ ତପି ମିଶ୍ର ଓରଫ ସରୋଜ କୁମାର ମିଶ୍ରଙ୍କୁ…
ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍
ପାରଳାଖେମୁଣ୍ଡି: ମଦ ବ୍ୟବସାୟୀଙ୍କ ଘରେ ବଡଧରଣର ଆଇଟି ରେଡ୍। ଆୟକର ଫାଙ୍କିଥିବା ନେଇ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନରେ ଚଢାଉ କରାଯାଉଛି। ଅନୁଗୁଳ, ତାଳଚେର, କାମାକ୍ଷାନଗର, ପୁରୀ ଏବଂ ଭୁବନେଶ୍ଵରରେ ଚଢାଉ କରାଯାଉଛି । ପାରଳାଖେମୁଣ୍ଡିର ୩ଟି ସ୍ଥାନରେ ପ୍ରବର୍ତ୍ତନ…