ଜୟଦେବ ଜେନାଙ୍କୁ ହତ୍ୟା ଧମକ
ଭୁବନେଶ୍ବର:କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଫୋନ ଯୋଗେ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ । ୫୦ ଲକ୍ଷ ଦିଅ ନଚେତ କିଛି ବ ହୋଇପାରେ ବୋଲି ମିଳିଛି ଧମକ ।…
ବାରବାଟୀରେ ଟିକେଟ ପାଇଁ ଠେଲାପେଲା
କଟକ : ବାରବାଟୀ ବ୍ୟାଟେଲର କ୍ରେଜ୍ ଭିତରେ ଟିକେଟ୍ ଖଣ୍ଡିଏ ପାଇବା ପାଇଁ ଭିଡ଼ ଭିତରେ ଜଣେ ଯୁବକ ଅଚେତ ହୋଇ ପଡିଥିବାର ମଧ୍ୟ ସୂଚନା ଆସୁଛି । ସ୍ଥିତି ଏମିତି ଉପୁଜିଛି ଯେ ଚାଲି ଚାଲି ଟିକେଟ୍ ଆଣିବାକୁ ଯାଇଥିବା…
ଭିଜିଲାନ୍ସ ପଞ୍ଝାରେ ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ
ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି। ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ…
ପୂର୍ବତନ ଜିଲାପାଳଙ୍କ ବିରୋଧରେ ଏନବିଡବ୍ଲ୍ୟୁ
ମାଲକାନଗିରି : ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ଏହି ଏନବିଡବ୍ଲ୍ୟୁ ଜାରି କରିଛନ୍ତି। ସୂଚନା ଅନୁସାରେ,…
ଫ୍ୟାନ୍ରେ ଝୁଲି ପଡିଲେ ଦମ୍ପତି
ବ୍ରହ୍ମବରଦା: ବେକରେ ରଶି ଲଗାଇ ଫ୍ୟାନ୍ରେ ଝୁଲି ପଡିଲେ ଦମ୍ପତି । ମୃତକ ବିଜୟ ରାଉତ (୬୦) ଓ ତାଙ୍କ ସ୍ତ୍ରୀ ପଦ୍ମିନୀ (୫୫) ବୋଲି ଜଣା ପଡ଼ିଛି । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅର୍ଥଙ୍ଗା ପଞ୍ଚାୟତ କୋଠା ସାହି…
ଛାତ୍ରକୁ ଛୁରୀ ଭୁସି ଦେଲେ ଅଣଛାତ୍ର
ଜୟପୁର : ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଛାତ୍ର ଜଣଙ୍କୁ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ଜଣଙ୍କ ହେଲେ ରାମଚନ୍ଦ୍ର ମାଢୀ । ସେ ଜୟପୁର…
ଓକିଲଙ୍କୁ ଏସିଡ୍ ମାଡ଼ ଘଟଣା, ୨ ଗିରଫ
ଭୁବନେଶ୍ୱର: ଆଇନଜୀବୀ ପି.ରାମାରାଓଙ୍କ ଘରେ ପଶି ଏସିଡ୍ ମାଡ ଘଟଣା । ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡିର ଡି.ଭେଙ୍କଟ ରାଓ ଏବଂ ବିଶାଖାପାଟଣାର ଡି. ସତୀଶ କୁମାର । ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅତି…
ପ୍ରେମିକକୁ ପାଇବାକୁ ପରିବାରକୁ ନିଶା ଦେଇ ନାବାଳିକା ଯୁବତୀ ଫେରାର
ଯାଜପୁର : ପ୍ରେମ ଆଗରେ ପରିବାରର ଭଲ ପାଇବା ତୁଚ୍ଛ ପାଲଟିଲା । ପ୍ରେମିକକୁ ପାଇବାକୁ ବାପା ମା’ଙ୍କ ସ୍ନେହ ଭୁଲିଗଲା ନାବାଳିକା ଯୁବତୀ । ନିଶା ଦେଇ ଘରୁ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…
ଆଇଟିଡିଏର ପିଏଙ୍କ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ (ପିଏ) ବିଶ୍ୱଦର୍ଶୀ ସାହୁଙ୍କ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖିଛନ୍ତି । ଶୁକ୍ରବାର ଗିରଫ…
ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଗ୍ୟାସ ଦୋକାନରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଅଟଳା ଅଞ୍ଚଳରେ ଘଟିଥିବା ଶୁକ୍ରବାର ସାମ୍ନାକୁ ଆସିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟଳା ଅଞ୍ଚଳରେ ଥିବା ଗ୍ୟାସ୍…