କଟକ ଅଗ୍ନିକାଣ୍ଡ: ସ୍ଥିତି ପରଖିଲେ ମେୟର

କଟକ: ପ୍ରେସ୍ ଛକରେ ଥିବା ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ତେବେ ଘଟଣାସ୍ଥଳନରେ ପହଞ୍ଚି ସ୍ଥିତି ପରଖିଛନ୍ତି କଟକ ମେୟର ସୁବାଷ ସିଂହ ଏବଂ ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା…

Continue reading
କଟକ ପ୍ରେସ୍ ଛକ ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ

କଟକ: କଟକ ପ୍ରେସ୍ ଛକରେ ଥିବା ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁରେ ପୋଡି ପୂରା ମାଛ ମାର୍କେଟ୍ ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଅଧିକ ଟଙ୍କା ସମ୍ପତ୍ତି ପୋଡି ଯାଇଥିବା ଅନୁମାନ କରାଯାଉଛି।…

Continue reading
ବିଳମ୍ବରେ ଚାଲିଛି ମୌସୁମୀ

ଭୁବନେଶ୍ୱର: ମୌସୁମୀ ବିଳମ୍ବରେ ଚାଲିଛି । ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ହେଲା- ସମ୍ଭବତଃ ୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ । ମାତ୍ର ଏ ପୂର୍ବାନୁମାନ କେତେ ଠିକ୍‌ ହେବ, ଏବେଠାରୁ ସ୍ପଷ୍ଟ…

Continue reading
କାନାଡାରେ ଇସ୍କନର ଅଦିନିଆ ରଥଯାତ୍ରା

ଭୁବନେଶ୍ଵର : କାନାଡାରେ ଇସ୍କନର ଅଦିନିଆ ରଥଯାତ୍ରା । ଓଡ଼ିଆ ସଂଗଠନର ପ୍ରତିବାଦ ସତ୍ତ୍ଵେ କାନାଡ଼ାର ନାଏଗ୍ରା ସହରରେ ଇସ୍କନ ରଥଯାତ୍ରା ଆୟୋଜନ କରିଛି। ଦୁଇ ଦିନ ପୂର୍ବରୁ ଆମେରିକାରେ ଅଦିନିଆ ରଥଯାତ୍ରା ପାଳନ କରାଯାଇଥିବା ବେଳେ କାନାଡାରେ ମଧ୍ୟ ଇସ୍କନ…

Continue reading
ଅଭିଯୋଗ ଶୁଣାଣି, ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱ: ଆଜି ଆରମ୍ଭ ହେଲା ୧୮ତମ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି। ୟୁନିଟ ୨ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ଉପସ୍ଥିତ ଅଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଜଙ୍ଗଲ ଓ…

Continue reading
କୋଇଲା ପରିବହନ ଅନୁମତି ଘଟଣାକୁ ତୀବ୍ର ବିରୋଧ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ ଦାବିପତ୍ର, ଆରମ୍ଭ ହେଲା ଦସ୍ତଖତ ଅଭିଯାନ ଦେବଗଡ଼: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର କୋଇଲାଖଣିରୁ ଦେବଗଡ଼ ଜିଲ୍ଲା ଅଞ୍ଚଳର ରାସ୍ତା ଦେଇ କୋଇଲା ପରିବହନ ପାଇଁ ଅନୁମତି ପ୍ରଦାନ ଦେବା ଘଟଣା ବିରୋଧ କରି…

Continue reading
ନନ୍ କ୍ୟାଡର ସରକାରୀ ଓକିଲମାନଙ୍କ ପାଇଁ ଦୁଇଦିନିଆ ତାଲିମ ଶିବିର

ଦେବଗଡ଼:ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ରାଜ୍ୟ ଆଇନ ବିଭାଗ ପକ୍ଷରୁ ନନ୍ କ୍ୟାଡର ସରକାରୀ ଓକିଲ ମାନଙ୍କ ପାଇଁ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନ ବିଭାଗ ଡେପୁଟି ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue reading
ହାତୀ ଆକ୍ରମଣ: ବୃଦ୍ଧ, ମହିଳା ମୃତ

ଅନୁଗୋଳ : ଅନୁଗୋଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ ହାତୀ ଆକ୍ରମଣ, ବୃଦ୍ଧ ମୃତ। ମୃତକ ହେଲେ ଗନ୍ଧର୍ବ ସାହୁ, ବୟସ ୬୫ ବର୍ଷ ହେବ। ଆଜି ସକାଳ ସାଢ଼େ ୬ଟା ବେଳେ ଗନ୍ଧର୍ବ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ…

Continue reading
ଛତିଶାନିଯୋଗ ବୈଠକ: ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ନୀତିନିର୍ଘଣ୍ଟକୁ ମୋହର

ପୁରୀ : ନୀଳାଦ୍ରି ଭକ୍ତ ନିବାସ ପରିସରରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ନୀତିନିର୍ଘଣ୍ଟକୁ ଛତିଶାନିଯୋଗ ଓ ନୀତି ସବ୍ କମିଟି ମୋହର ମାରିଛି। ସଅଳ ଦ୍ୱାରଫିଟା ଓ ଭୋରରୁ ମଙ୍ଗଳ…

Continue reading

You Missed