ଅତିଥି ଶିକ୍ଷକ ନିଯୁକ୍ତି ପ୍ରସଂଗ: ସରକାରଙ୍କୁ ପ୍ରଶ୍ନ କଲେ ହାଇକୋର୍ଟ, ଯୁବବର୍ଗ ଯିବେ କୁଆଡେ?

କଟକ,24/09:ଯୋଗ୍ୟ ବେକାର ଯୁବକ ଯୁବତୀଙ୍କୁ ସୁଯୋଗ ନ ଦେଇ ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ଅବସରପ୍ରାପ୍ତଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନିୟମିତ ନିଯୁକ୍ତି ପ୍ରକ୍ରିୟା…

Continue reading
ଓଡ଼ିଆରେ ନାମଫଳକ ନଥିଲେ ମାଲିକଙ୍କ ନାଁରେ ହେବ ମୋକଦ୍ଦମା: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର,23/09: ଓଡ଼ିଆରେ ନାମ ଫଳକ ନଲେଖିଲେ ହେବ ମୋକଦ୍ଦମା। ଖିଲାପକାରୀ ୧୦୦ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ନାଁରେ ହେବ ମୋକଦ୍ଦମା। ୧୬୦୬ ପ୍ରତିଷ୍ଠାନକୁ ଓଡ଼ିଆରେ ନାମଫଳକ ଲେଖା ନ ଥିବାରୁ ନୋଟିସ୍ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୮ ମୋକଦ୍ଦମା ରୁଜୁ…

Continue reading
ଆଜି ଠାରୁ ଦେଶରେ ଜିଏସଟି ୨.୦ କାର୍ଯ୍ୟକାରୀ

ନୂଆଦିଲ୍ଲୀ,22।09: ଆଜିଠୁ ନବରାତ୍ର ଆରମ୍ଭ ହେଉଛି । ନବରାତ୍ରର ପ୍ରଥମ ସୂର୍ଯ୍ୟୋଦୟରୁ ଦେଶରେ ଲାଗୁ ହେଲା ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି) । ଦେଶ ହିତରେ ଜିଏସଟିରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି । ନାଗରିକ ଦେବ ଭବଃ…

Continue reading
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢାରେ ଦୈନିକ ହେବ ଗୀତା ପାଠ: ମନ୍ତ୍ରୀ

ଭୁବନେଶ୍ଵର,20/09: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢାରେ ଯୋଡିହେବ ଆଉ ନୂଆ ବିଷୟ । ଏଣିକି ଛାତ୍ରଛାତ୍ରୀଙ୍କ ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ସ୍କୁଲରେ ନିଜ ବିଷୟ ବସ୍ତୁ ସହ ସ୍କୁଲରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ । ଏନେଇ ଶୁକ୍ରବାର…

Continue reading
ବିଶ୍ୱ ବ୍ୟାଙ୍କ ସହାୟତାରେ ଓଡିଶା ପରିସଂଖ୍ୟାନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ନୂତନ ଧାରା ପ୍ରସ୍ତୁତି

ଭୁବନେଶ୍ୱର ତା-୧୮.୦୯ .୨୦୨୫:ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସଂପର୍କରେ ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ବ୍ୟାଙ୍କ ସହାୟତା ପ୍ରକଳ୍ପ କାର୍ଯ୍ୟକାରିତା ନେଇ ବିଶ୍ୱ ବ୍ୟାଙ୍କ ମିଶନ ଟିମ୍ ସହିତ ଏକ ବୈଠକ ଅନୁଷ୍ଠିତ…

Continue reading
ପ୍ରତି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ମେଳା ଓ ଆବାସ ଦିବସ ପାଳନ ହେବ

ଭୁବନେଶ୍ୱର,16।09: ରାଜ୍ୟ ସରକାର ପ୍ରତି ଜିଲ୍ଲା, ପୌରସଂସ୍ଥାରେ ପ୍ରଧାନମନ୍ତ୍ରୀ ଆବାସ ମେଳା ଓ ଆବାସ ଦିବସ ପାଳନ କରିବେ ଏନେଇ ସବୁ ଜିଲ୍ଲପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ…

Continue reading
ନବନିଯୁକ୍ତଙ୍କୁ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ସଚ୍ଚୋଟତାକୁ କର୍ମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ

ଭୁବନେଶ୍ୱର,16।09: ସରକାରୀ ଚାକିରି କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରି ନ ଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ। ଏହି କ୍ଷେତ୍ରରେ ସଚ୍ଚୋଟତାକୁ କର୍ମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ ବୋଲି ନବନିଯୁକ୍ତଙ୍କୁ ନିଯୁକ୍ତି…

Continue reading
ସମ୍ବଲପୁରରେ ପୁଣି ଜଣ୍ଡିସ୍‌ ବ୍ୟାପିବା ଆଶଙ୍କା

ସମ୍ବଲପୁର,16।09: ସମ୍ବଲପୁର ଏସ୍‌ଏମ୍‌ସି ଅନ୍ତର୍ଗତ ମହାବୀରପଡ଼ା, ଧନୁପାଲି ଓ ମାନେଶ୍ବର ବଜାର ଅଞ୍ଚଳରେ ଅଶୋଧିତ ଜଳଯୋଗାଣ ନେଇ ୱାଟ୍‌କୋର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସମ୍ବଲପୁର ମୁଖ୍ୟ ଜିଲ୍ଲା ମେଡିକାଲ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ (ଏଡିଏଚ୍‌ଓ) ଡାକ୍ତର…

Continue reading
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲା ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ବର, ୧୧/୦୯: ଶ୍ରୀଜଗନ୍ନାଥ କ୍ଷେତ୍ର ଭାବେ ପରିଚିତ ପୁରୀ ସହର ସହ ଅନେକଙ୍କ ଭାବାବେଗ ଜଡ଼ିତ ରହିଛି । ଅନେକ ଐତିହ୍ୟ, କିର୍ତ୍ତୀରାଜିର ସୁରକ୍ଷା ସହିତ ପୁରୀ ସହରକୁ କିଭଳି ବିଶ୍ବସ୍ତରୀୟ ସହର ଭାବେ ଗଢି ତୋଳାଯାଇ ପାରିବ ସେଠି ନେଇ…

Continue reading
ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର

ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଜଣ ସରକାରୀ ଅଧିକାରୀ। ଜଣେ ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ। ତହସିଲଦାର…

Continue reading