ନିର୍ବାଚନ ଲଢ଼ିବେନି ନିରଞ୍ଜନ

ଭୁବନେଶ୍ବର : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଉ ନିର୍ବାଚନରେ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି। ରାଜନୀତିରେ ରହିବେ କିନ୍ତୁ ଆଉ ନିର୍ବାଚନରେ ପ୍ରାର୍ଥୀ ହେବେନି। ବୟସାଧିକ କାରଣ ଯୋଗୁଁ ସେ ନିର୍ବାଚନରେ…

Continue reading
ବୋଥ୍ରା ଡ୍ରାମା କରିଥିଲେ: ଜୟନାରାୟଣ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୂର୍ବ ତଦନ୍ତକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଟାର୍ଗେଟ କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ ଅରୁଣ ବୋଥ୍ରା ଡ୍ରାମ କରିଥିଲେ । ଯେହେତୁ ହତ୍ୟା ମାମଲାରେ ବହୁତ ବଡ଼…

Continue reading
ବିଜେପି ସରକାର ଚୁପ ହୋଇ ବସିଛନ୍ତି:ଅମର ପଟ୍ଟନାୟକ

ଭୁବନେଶ୍ବର : ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି। ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେ କହିଛନ୍ତି, ବିଜେପି ଓଡ଼ିଶାରେ ସରକାର କରିଛି।…

Continue reading
ବିଜେଡିର ଜ୍ଞାନ ଦରକାର ନାହିଁ:ପୃଥ୍ୱୀରାଜ

ଭୁବନେଶ୍ବର: ମହାନଦୀ ଜଳ ପ୍ରସଙ୍ଗରେ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ବିଜେଡିର ଜ୍ଞାନ ଦରକାର ନାହିଁ। ୨୦୧୬ରେ କେନ୍ଦ୍ର ସରକାର ଆଲୋଚନାକୁ ଦୁଇ ରାଜ୍ୟକୁ ଡାକିଥିଲେ। ବିଜେଡି ସରକାରରେ ଥିବା ବେଳେ ଥରେ…

Continue reading
ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ

ଭୁବନେଶ୍ବର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ ଗଣମାଧ୍ୟକୁ କହିଛନ୍ତି ଯେ, ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା…

Continue reading
୨୭ରେ ବିଧାନସଭା କଂଗ୍ରେସର ଘେରାଉ

ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ମହିଳାଙ୍କ ସୁରକ୍ଷା ଦାବିରେ କଂଗ୍ରେସ କର୍ମୀମାନେ ଆସନ୍ତା ୨୭ ତାରିଖରେ ଓଡ଼ିଶା ବିଧାନସଭା ଘେରାଉ କରିବେ। ଏନେଇ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଗଣମାଧ୍ୟମକୁ…

Continue reading
ଡ.ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ଜଣେ ସ୍ଥିତପ୍ରଜ୍ଞ ତଥା ଉତ୍ସଗୀକୃତ ରାଜନେତା ଥିଲେ

ଭୁବନେଶ୍ୱର,: ବିଶିଷ୍ଟ ରାଜନେତା, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ଓ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଗତ ୧୭ ତାରିଖ ଦିନ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ରାଜ୍ୟ…

Continue reading
ଗୁଣ୍ଡାରାଜ ବିରୋଧରେ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର : ବିଜେପିକୁ ଟାର୍ଗେଟ କଲା ବିଜେଡି । ରାୟଗଡା ଜିଲ୍ଲାରେ ବିଜେପି ଜିଲ୍ଲା ସଭାପତିଙ୍କ ଗୁଣ୍ଡାରାଜ ବିରୋଧରେ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ସବକା ସାଥ ସବକା…

Continue reading
ସୀମା ନିର୍ଦ୍ଧାରଣ ପଦ୍ଧତିକୁ ନବୀନଙ୍କ ବିରୋଧ

ଭୁବନେଶ୍ବର: ଭାରତ ସରକାରଙ୍କ ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ) ନିଷ୍ପତ୍ତି ବିରୋଧରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଡାକିଥିବା ବୈଠକରେ ଯୋଗଦେଇଛି ବିଜେଡି। ଏହାରି ମଧ୍ୟରେ ବିଜେଡି ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଲିମିଟେସନକୁ ନେଇ ଚେନ୍ନାଇରେ ବସିଥିବା…

Continue reading
ପରଲୋକରେ ଦେବେନ୍ଦ୍ର ଶର୍ମା

ଭୁବନେଶ୍ବର : ପରଲୋକରେ ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ଆଜି ତାଙ୍କର ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯିବ । ପରେ ବିଧାନସଭାରେ ରାଜନେତାମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେବା…

Continue reading