କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେଡ଼ି ନେତା:ବିଜେପି
ଭୁବନେଶ୍ୱର: ବିଜେଡ଼ିର ପୋଲାଭରମ ଚିନ୍ତା ଉପରେ କଡା ଜବାବ ରଖିଛନ୍ତି ମାଲକାନଗିରି ବିଜେପି ବିଧାୟକ ନରସିଂହ ମାଡକମୀ । ବିଜେଡ଼ିର ସରକାର ସମୟରେ ୨୦୦୪ରେ ପ୍ରକଳ୍ପ ଆରମ୍ଭ ହୋଇଛି । ସେତେବେଳେ ବିଜେଡ଼ି ଦଳର ଜଳସମ୍ପଦ ମନ୍ତ୍ରୀ ଥିଲେ, ହେଲେ ଆଜି…
ଭୁବନେଶ୍ୱର: ବିଜେଡ଼ିର ପୋଲାଭରମ ଚିନ୍ତା ଉପରେ କଡା ଜବାବ ରଖିଛନ୍ତି ମାଲକାନଗିରି ବିଜେପି ବିଧାୟକ ନରସିଂହ ମାଡକମୀ । ବିଜେଡ଼ିର ସରକାର ସମୟରେ ୨୦୦୪ରେ ପ୍ରକଳ୍ପ ଆରମ୍ଭ ହୋଇଛି । ସେତେବେଳେ ବିଜେଡ଼ି ଦଳର ଜଳସମ୍ପଦ ମନ୍ତ୍ରୀ ଥିଲେ, ହେଲେ ଆଜି…
ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଉପରେ ପୋଲାଭରମ ପ୍ରକଳ୍ପ ଯେଉଁ ଆଘାତ ଦେଇଛି, ଏହାଦ୍ୱାରା ଆଦିବାସୀ ବିସ୍ଥାପିତ ହେବେ । ବର୍ଷା ଦିନ ଆସିବ ବୋଲି ସେଠାରେ କାମ ଜୋରସୋରରେ ଚାଲିଲାଣି । ଓଡ଼ିଶା ସରକାର ଏନେଇ କଥା ହେବାକୁ କହିଥିଲେ, ହେଲେ…
ଭୁବନେଶ୍ବର: ପ୍ରଶ୍ନକାଳକୁ ବୟକଟ କଲା କଂଗ୍ରେସ। ତାରା ବାହିନୀପତିଙ୍କ ଉପର ନିଲମ୍ବନ ହଟେଇବା ଦାବିରେ କଂଗ୍ରେସ ବିଧାୟକଙ୍କ ଧାରଣା। ହାତରେ କଳାପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ପ୍ରଶ୍ନ ଉତ୍ତର ଆରମ୍ଭରୁ ପୋଲାଭରମ ପ୍ରସଙ୍ଗରେ…
ଭୁବନେଶ୍ବର: ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ସଂସଦରେ ସ୍ବର ଉଠାଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣ ଏବଂ ମହିଳାଙ୍କୁ ରାଜନୈତିକ ଅଧିକାର ଦେବାରେ…
ଭୁବନେଶ୍ବର : କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଭେଟିଛନ୍ତି।ସଂସଦୀୟ କ୍ଷେତ୍ରରେ ଗମନାଗମନ ସମ୍ୱନ୍ଧୀୟ ବିଭିନ୍ନ ବିଷୟ ନେଇ ସେ କେନ୍ଦ୍ରମନ୍ତ୍ରୀ ନୀତିନଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ସହରରେ ଟ୍ରାଫିକ୍ ସମସ୍ୟା ହ୍ରାସ…
ଭୁବନେଶ୍ବର : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତିଙ୍କୁ ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି। ନାରୀ ନିର୍ୟାତନା ଓ ତାରାଙ୍କୁ ନିଲମ୍ବନ ପ୍ରସଙ୍ଗକୁ ନେଇ ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ। କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ…
ଭୁବନେଶ୍ୱର: ଗୃହ ବୟକଟ କରିଥିବା କଂଗ୍ରେସ ସଦସ୍ୟଙ୍କୁ ଶାସକ ଦଳର ବିଧାୟକମାନେ ବୁଝାସୁଝା କରୁଥିବା ଜଣାଯାଇଛି । ଧାରଣାରତ କଂଗ୍ରେସ ସଦସ୍ୟଙ୍କୁ ବିଜେପି ବିଧାୟକମାନେ ବୁଧବାର ବୁଝାସୁଝା କରୁଛନ୍ତି । କଂଗ୍ରେସ ସଦସ୍ୟମାନଙ୍କୁ ଗୃହକୁ ଫେରାଇ ଆଣିବା ପାଇଁ ବିଜେପି ବିଧାୟକମାନେ…
ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମ ବିଧାୟକ କେହି ଗୃହକୁ ଯିବେନି, ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିବେ। ଗୃହରେ ଯାହା ଘଟିଲା ଏହା ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା ଅନେକ ସମୟରେ…
ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଗତକାଲି ବାଚସ୍ପତି ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଥିବାବେଳେ ବିଜୁ ଜନତା ଦଳ ତାରାଙ୍କୁ ସମର୍ଥନ କରିଛନ୍ତି । ଏନେଇ ଆଜି ବିଜେଡି ବିଧାୟକମାନେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ତାରାଙ୍କ ନିଲମ୍ବନ…
ଭୁବନେଶ୍ୱର: ବିଧାନସଭା ପ୍ରେସ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ମନା କରାଯାଇଛି । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ ମନା କରାଯାଇଛି । ଏହାର ପ୍ରତିବାଦରେ ଆଜି ସାମ୍ବାଦିକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି…