ଜ଼ିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଦେବଗଡ଼:ସ୍ଥାନୀୟ ସଂସ୍କୃତି ଭବନରେ ଆଜି ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ପ‌ୌରାଧ୍ୟକ୍ଷ‌‌ା ଶାନ୍ତି ମଞ୍ଜରୀ ଦେଇ,ବରିଷ୍ଠ ନାଗରିକ ସୁଧୀର କପରଦାର ସମ୍ମାନିତ ଅତିଥି…

Continue reading
ସେବା ସଂକଳ୍ପ ଅଭିଯାନ ପାଇଁ ବିଜେପି ପକ୍ଷରୁ ଫଳ ବଣ୍ଟନ

ଦେବଗଡ଼:ଗାନ୍ଧୀ ଜୟନ୍ତୀ ଏବଂ ସେବା ସଂକଳ୍ପ ଅଭିଯାନ ଅବସରରେ ଆଜି ବିଜେପି ନଗର ମଣ୍ଡଳ ପକ୍ଷରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି। ନଗର ମଣ୍ଡଳ ସଭାପତି ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି…

Continue reading
ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ବିଜେଡିର ଭକ୍ତିପୂତ ନମନ

ଭୁବନେଶ୍ୱର,: ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ପୃଥକ ପୃଥକ କାର୍ଯ୍ୟକ୍ରମରେ ଦେଶର ଦୁଇ ମହାନ ଜାତୀୟ ନେତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।…

Continue reading
ଓସିସିଏଲ୍‌ ପକ୍ଷରୁ ୱାକାଥନ୍‌ ଆୟୋଜିତ

ଭୁବନେଶ୍ୱର,: ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ (ଓସିସିଏଲ୍‌) ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଏକାମ୍ର କାନନଠାରେ ‘Walk for a Better Tomorrow’ ବାର୍ତ୍ତାକୁ ନେଇ ୱାକାଥନ୍‌ ଆୟୋଜିତ ହୋଇଥିଲା। ଏହି ପଦଯାତ୍ରା ମାଧ୍ୟମରେ ସୁସ୍ଥତା, ଶାରୀରିକ ସକ୍ଷମତା,…

Continue reading
‘ସୁଜଳ’ ଅଭିଯାନର ଶୁଭାରମ୍ଭ: ୧୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ

ଭୁବନେଶ୍ୱର:ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ସୁଜଳ’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଆଜି ଭୁବନେଶ୍ୱରରେ…

Continue reading
ଶେଷ ଧାଡ଼ିର ଲୋକଙ୍କୁ ସେବା ଯୋଗାଇ ଦେଉଛୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ…

Continue reading
ପୁଣି ଆରମ୍ଭ ହେବ ବ୍ୟାଙ୍କକକୁ ବିମାନ ସେବା

ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନସେବା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୩ ମାସ ପରେ ପୁଣି ଭୁବନେଶ୍ୱରରୁ ବ୍ୟାଂକକକୁ ବିମାନ ଉଡ଼ିବ। ଏହି ବିମାନ ସପ୍ତାହକୁ ଦୁଇ ଥର ଚାଲିବ ବୋଲି ଭୁବନେଶ୍ୱର ଆନ୍ତଜାତୀୟ ବିମାନ…

Continue reading
୪ରୁ ବଢିବ ଓମ୍‌ଫେଡ୍‌ କ୍ଷୀର ଦର

ଭୁବନେଶ୍ୱର : ଅକ୍ଟୋବର ୪ ତାରିଖରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମ୍‌ଫେଡ୍‌। ଟୋନଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହେବ। ଫଳରେ ଏହାର ମୂଲ୍ୟ ୫୪ ଟଙ୍କାରୁ ବୃଦ୍ଧି ପାଇ ହେବ ୫୮ ଟଙ୍କା। ଅର୍ଥାତ୍ ଟୋନ୍‌ଡ…

Continue reading
ଆଜି ୧୫୭ତମ ଗାନ୍ଧୀ ଜୟନ୍ତୀ, ଓଡ଼ିଶା ସହ ଥିଲା ବାପୁଙ୍କ ଗଭୀର ସମ୍ପର୍କ

ଭୁବନେଶ୍ୱର : ବାପୁଙ୍କୁ ମନେ ପକାଉଛି ଦେଶ । ଆଜି ଗାନ୍ଧୀ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ। ଦେଶବ୍ୟାପୀ ବାପୁଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରାଯାଉଛି । ସତ୍ୟ, ଅହିଂସା ଓ ଶାନ୍ତିର…

Continue reading
ହାଇକୋର୍ଟଙ୍କ ରାୟ ପରେ ବେଦାନ୍ତର ପ୍ରତିକ୍ରିୟା; ବକ୍ସାଇଟ୍ ଯୋଗାଣରେ ପଡ଼ିବନି ପ୍ରଭାବ

ଭୁବନେଶ୍ୱର: OMC-ବେଦାନ୍ତ ବକ୍ସାଇଟ୍ ବିବାଦରେ ହାଇକୋର୍ଟଙ୍କ ରାୟର ସମୀକ୍ଷା କରୁଛି ବେଦାନ୍ତ । ଆଇନଗତ ବିକଳ୍ପ ଉପରେ ବିଚାର କରାଯାଉଛି । OMC-ବେଦାନ୍ତ ବକ୍ସାଇଟ୍ ବିବାଦରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛି ବେଦାନ୍ତ ଆଲୁମିନିୟମ୍ । କମ୍ପାନୀ କହିଛି,…

Continue reading