‘ଫୁଲ’ ଧରିବେ ଭାସ୍କର ରାଓ

ଭୁବନେଶ୍ବର,21।12:ରାୟଗଡ଼ାର ଟାଣୁଆ ନେତା ଏନ ଭାସ୍କର ରାଓ ବିଜେପିରେ ସାମିଲ୍‌ ହେବେ । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ରାୟଗଡ଼ା ସହ ଅବିଭକ୍ତ କୋରାପୁଟରେ ପ୍ରଭାବ ବିସ୍ତାର କରି ଆସୁଛନ୍ତି । ଗତ ନିର୍ବାଚନରେ ତାଙ୍କ ପାଇଁ ରାୟଗଡ଼ା ବିଜେଡ଼ି…

Continue reading