ଦିଲ୍ଲୀ ଗଲା ସିବିଆଇ ଟିମ୍

ଭୁବନେଶ୍ଵର: ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଦିଲ୍ଲୀ ଗଲା ସିବିଆଇ ଟିମ୍। ସକାଳେ ଭୁବନେଶ୍ଵର ଷ୍ଟେସନ ଛାଡିଲା ସିବିଆଇର ଗୋଟିଏ ଟିମ୍। ତଦନ୍ତ ସମ୍ପର୍କିତ କିଛି କାଗଜପତ୍ର ନେଇ ଯାଇଥିବା ସିବିଆଇ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ସିବିଆଇ…

Continue reading
କଡାକଡି ହେଲା ବୁକ ସର୍କୁଲାର-୪୭, ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ବାଧ୍ୟ ପ୍ରଶାସନିକ ଅଧିକାରୀ

ଏଣିକି ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରିପାରିବେନି ପ୍ରଶାସନିକ ଅଧିକାରୀ। ପୂର୍ବରୁ ନିର୍ବାଚିତ ପ୍ରତିନିଧି ବିଶେଷ କରି ବିଧାୟକ ଓ ସଂସଦ ମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ସମ୍ମାନ ପ୍ରଦର୍ଶନ ନ କରିବା ଓ ଦୁର୍ବ୍ୟବହାର କରିବା ଭଳି ଅନେକ ଘଟଣା ଘଟିଛି କିନ୍ତୁ…

Continue reading
ବରଯାତ୍ରୀ ବେଳେ ହତ୍ୟା ମାମଲା: ୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ଟେଙ୍ଗରାପଥର ଗ୍ରାମରୁ ମୁକ୍ତି ସାହୁ ନାମକ ଜୈନିକ ବ୍ଯକ୍ତି ଗୁଣ୍ଡୁରୁପାଲି ଗ୍ରାମକୁ ବରଯାତ୍ରୀ ଯାଇଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିବା ଘଟଣାରେ ଏଡିଜେ କୋର୍ଟ ରାୟ ଶୁଣାଇଛନ୍ତି। ପାଟଣାଗଡ଼ ଏଡିଜେ ଗିରଫ…

Continue reading
ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ଶରୀରରେ ବଢିବ ଇମ୍ୟୁନିଟି

ଭୁବନେଶ୍ୱର: ଶୀତ ଦିନ ସାଙ୍ଗରେ ଅନେକ ରୋଗ ନେଇ ଆସିଥାଏ । ଏହି ଦିନରେ ଥଣ୍ଡାରୁ ବର୍ତ୍ତିବା ପାଇଁ ଶରୀରକୁ ଗରମ ଓ ସୁସ୍ଥ ରଖିବା ଜରୁରୀ । ଏଥିପାଇଁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ କିଛି ଖାସ୍…

Continue reading
୧୯ରୁ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ବର୍ଷା ଯୋଗୁଁ ରାତିର ପାରଦ ମଧ୍ୟ ବୃଦ୍ଧି ପାଇବ। ହେଲେ ଶୀତର ପ୍ରଭାବ କମିବନି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ,…

Continue reading
ଦରଦାମ୍ ବୃଦ୍ଧି: ୬ରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ଦରଦାମ୍ ନିୟନ୍ତ୍ରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ। ଲୋକସେବା ଭବନ ଆଗରେ ବିକ୍ଷୋଭ ହେବ ବୋଲି ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କାର୍ଯ୍ୟକ୍ରମ…

Continue reading
୨୬ରେ ବିଜେଡିର ପ୍ରତିଷ୍ଠା ଦିବସ; କର୍ମକର୍ତ୍ତାଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଡିସେମ୍ବର ୨୬ରେ ବିଜେଡିର ୨୭ତମ ପୂର୍ତ୍ତି ସହ ୨୮ତମ ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ। ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି କର୍ମକର୍ତ୍ତାଙ୍କୁ ଚିଠି ଲେଖି ସାମିଲ ହେବାକୁ ଅପିଲ କରିଛନ୍ତି। ଏହାସହ ଆଗକୁ…

Continue reading
କଂଗ୍ରେସ ଦଳ ‘ମିଥ୍ୟାର ଗନ୍ତାଘର’: ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ବାବାସାହେବ ଆମ୍ବେଦକରଙ୍କ ପାଇଁ କଂଗ୍ରେସ କରିଥିବା ଷଡ଼ଯନ୍ତ୍ରର ବାସ୍ତବ ତଥ୍ୟକୁ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି । ଏ ପ୍ରସଙ୍ଗରେ କଂଗ୍ରେସ ପାଖରେ ତଥ୍ୟଭିତ୍ତିକ ଜବାବ ନଥିବା କାରଣରୁ ଜାଣିଶୁଣି ଗୃହମନ୍ତ୍ରୀଙ୍କ…

Continue reading
ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

ଭୁବନେଶ୍ୱର: ଖୁବ୍‌ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ବରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍‌। ଆଲୋଚନା ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା…

Continue reading
ଆଇଏଏସ୍‌ ବିଷ୍ଣୁପଦଙ୍କ ପ୍ରସଙ୍ଗରେ ଏମିତି କହିଲେ କେଭି ସିଂହଦେଓ

ଭୁବନେଶ୍ୱର: ଆଇଏଏସ୍‌ ବିଷ୍ଣୁପଦଙ୍କ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି। ତାଙ୍କୁ ସମନ କରାଯାଇଛି, ସିବିଆଇକୁ ଯାହା କହିବା କଥା କହିବେ। ଚୂଡ଼ାନ୍ତ ରିପୋର୍ଟ ପରେ ରାଜ୍ୟ ସରକାର…

Continue reading