ବିଜେଡି କର୍ପୋରେଟରଙ୍କୁ ନବୀନଙ୍କ ଡାକରା, ସମାଧାନ ହେବ କି ଗୋଷ୍ଠୀକନ୍ଦଳ
ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ବିଜେଡି କର୍ପୋରେଟର ଏବଂ ମେୟର ଓ ଡେପୁଟି ମେୟରଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ ନିବାସକୁ ଡାକିଛନ୍ତି। ବୁଧବାର ଅପରାହ୍ନରେ ସମସ୍ତେ ହାଜର ହେବାକୁ ନିର୍ଦ୍ଦେଶ ଆସିଛି। ମେୟର ସଂଘମିତ୍ରା ଦଳେଇ ନେତୃତ୍ୱ…












