କାନରେ ଲାଗିବ ଟ୍ୟାଗ୍‌ ,ବିଏମ୍‌ସି ପାଖରେ ରହିବ କୁକୁରର ସମସ୍ତ ତଥ୍ୟ

ଭୁବନେଶ୍ବର, 22/08: ରାଜରାସ୍ତାରେ ବୁଲାକୁକୁରକୁ ନେଇ ଏବେ ଦେଶରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। କୁକୁରଙ୍କୁ ନେଇ ପଶୁପ୍ରେମୀ, ପ୍ରଶାସନ, ସରକାର ଚିନ୍ତିତ ଥିବା ବେଳେ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚି ସାରିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣାଯିବ। ଭୁବନେଶ୍ବର…

Continue reading
ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ

କଟକ,22/08: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏହି ସ୍ବତନ୍ତ୍ର ଓଟିଇଟି ହେବନାହିଁ। ଅନିବାର୍ଯ୍ୟ କାରଣ ଦର୍ଶାଇ ବୋର୍ଡ ପକ୍ଷରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା…

Continue reading
ମସ୍କୋରେ ପୁଟିନଙ୍କୁ ଭେଟିଲେ ଜୟଶଙ୍କର

ମସ୍କୋ,22/08: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ଭେଟିଛନ୍ତି। ଭାରତ ରୁଷ୍‌ ଠାରୁ ତୈଳ କିଣୁଥିବାରୁ ଆମେରିକା ଭାରତ ଉପରେ ଶୁଳ୍କ ଲଗାଇଥିଲେ ସୁଦ୍ଧା ଭାରତ ଏଥିପ୍ରତି କୌଣସି ଧ୍ୟାନ ନଦେଇ ଭାରତ…

Continue reading
କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀମାନଙ୍କୁ ବିଳମ୍ବ ନକରି ସେମାନଙ୍କର ନିର୍ଦ୍ଧିଷ୍ଟ ସ୍ଥାନରେ ଯୋଗଦେବା ନିର୍ଦ୍ଦେଶ

ଭୁବନେଶ୍ୱର, 21/08: କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରିକରି କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ ଏବଂ କୌଣସି ପରିସ୍ଥିତିରେ ସରକାରୀ…

Continue reading
ମାସ ଶେଷ ସୁଦ୍ଧା କାର୍ୟ୍ୟରେ ଯୋଗ ନଦେଲେ ଦରମା ବନ୍ଦ: କୃଷି ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର : କୃଷି ବିଭାଗର ପ୍ରମୁଖ ସଚିବଙ୍କ କଡ଼ା ଚେତାବନୀ । ସମସ୍ତ କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଡ.ଅରବିନ୍ଦ କୁମାର ପାଢୀ। ଚଳିତ ମାସ ଶେଷ ସୁଦ୍ଧା କାର୍ୟ୍ୟ ଯୋଗ ଦେବାକୁ ଦିଆଯାଇଛି…

Continue reading
୪ ନକ୍ସଲଙ୍କ ସମେତ ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓ ଦମ୍ପତ୍ତି

ମାଲକାନଗିରି,୨୧/୦୮:ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲା ପୁଲିସ ନିକଟରେ ୪ ଜଣ ନକ୍ସଲ ସମେତ ଦୁର୍ଦ୍ଦାନ୍ତ ମାଓ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି। ଏସପି ଵାଇ ଅକ୍ଷୟ କୁମାରଙ୍କ ସମ୍ମୁଖରେ ଲକ୍ଷମ କାରାମ ଏବଂ ତାଙ୍କ ପତ୍ନୀ ମାଡୋ ଓରଫ ଜରିନା, ସୁଖରାମ ଏବଂ ବୁଦ୍ଧୁରାମ…

Continue reading
୪୫୧୫ କୋଟି ଟଙ୍କାର ୧୯ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୧/୦୮: ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ଦିନ ସବୁଜ ଶକ୍ତି, ଔଷଧ, ବର୍ଜ୍ୟ ପରିଚାଳନା, ପର୍ଯ୍ୟଟନ, ଜୈବ ଇନ୍ଧନ, ଇସ୍ପାତ, ଭିତ୍ତିଭୂମି, ଇଭି, ଆଇଟି, ଖାଦ୍ୟ/ପାନୀୟ ସହିତ ଜଡ଼ିତ ୧୯ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରିଛନ୍ତି। ଅନୁମୋଦନ ଲାଭ କରିଥିବା…

Continue reading
କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି : ୨ ସପ୍ତାହ ମଧ୍ୟରେ ତଦନ୍ତର ସ୍ଥିତି ଓ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,20/08:ଅଗଷ୍ଟ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନୈକା ୧୯ ବର୍ଷୀୟା ଯୁବତୀଙ୍କ ଆତ୍ମାହୁତି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ସମ୍ପୃକ୍ତ ଯୁବତୀ ଜଣଙ୍କୁ ତାଙ୍କର ପୂର୍ବତନ ପୁରୁଷ ବନ୍ଧୁ ବାରମ୍ବାର ଧମକଚମକ ଦେଉଥିଲେ। ଏ…

Continue reading
ଓଡ଼ିଶାରୁ ପ୍ରଥମ ଥର ୪୦ ହଜାର ମେଟ୍ରିକ ଟନ୍‌ ମାଣ୍ଡିଆ ଉଠାଇବ ଭାରତୀୟ ଖାଦ୍ୟ ନିଗମ, ପ୍ରଥମ ପର୍ଯ୍ୟାୟରେ ଉଠିଲା ୨୬୪୨ ମେଟ୍ରିକ ଟନ୍‌

ଭୁବନେଶ୍ୱର,20/08: ଓଡିଶାରେ ଉତ୍ପାଦିତ ମାଣ୍ଡିଆର ଚାହିଦା ସମଗ୍ର ଦେଶରେ ସ୍ୱତନ୍ତ୍ର ରହିଛି । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଗୁଣାତ୍ମକ ମାଣ୍ଡିଆ ଉତ୍ପାଦନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରୁ ଉତ୍ପାଦିତ ମାଣ୍ଡିଆ…

Continue reading
ଏସ୍‌ସିବିରେ ହେବ ସବୁଦିନ ଯାଞ୍ଚ, ସାପ୍ତାହିକ ରିପୋର୍ଟ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,20।08 : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ରେ ଅଧିକାଂଶ ସମୟରେ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀସେବାରେ ବାଧା ଉପୁଜୁଛି ଓ ଡାକ୍ତର ଅନୁପସ୍ଥିତ ରହି ଘରୋଇ ଚିକିତ୍ସାଳୟରେ ସେବା ଯୋଗାଉଥିବା ଅଭିଯୋଗ ବି ହେଉଛି। ଅଧିକାଂଶ ସମୟରେ…

Continue reading