‘ରାଜାରାଣୀ ସଙ୍ଗୀତ ଉତ୍ସବ’- ୨୦୨୬ ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁୁବନେଶ୍ୱର,୧୬/୨୦୨୬: ଶୁକ୍ରବାର ଭୁବନେଶ୍ୱରର ଐତିହାସିକ ‘ରାଜାରାଣୀ ମନ୍ଦିର’ ପ୍ରାଙ୍ଗଣରେ ଆୟୋଜିତ ‘ରାଜାରାଣୀ ସଙ୍ଗୀତ ଉତ୍ସବ’- ୨୦୨୬ର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜାରାଣୀ ମନ୍ଦିରର ନିର୍ମାଣଶୈଳୀକୁ ଲୋକଲୋଚନକୁ ଆଣିବା ତଥା ଏହାର ଐତିହ୍ୟକୁ ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚାଇବା…


