ଘରୋଇ ସ୍କୁଲ ଶିକ୍ଷକ ଜନଗଣନା କରିବାକୁ ବାଧ୍ୟ ନହେଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଜନଗଣନା କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ସ୍କୁଲ ସହ ସବୁ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ ଜନଗଣନା କାର୍ଯ୍ୟ କରିବାକୁ ବାଧ୍ୟ । କିଛି ଘରୋଇ ସ୍କୁଲ…


