ବିଜ୍ଞପ୍ତି ପ୍ରକାଶ: ଏଣିକି ଅଫିସରେ ସର୍ବନିମ୍ନ ୭ ଘଣ୍ଟା ୩୦ ମିନିଟ୍ ଉପସ୍ଥିତ ରହିବାକୁ ପଡିବ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ କଡା ନିୟମ । ଏଣିକି ଠିକ୍ ସମୟରେ ଅଫିସ ଆସିବେ କର୍ମଚାରୀ । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଗ୍ରାମ୍ୟ ଉନ୍ନୟନ…

Continue reading
ରାଜସ୍ବ ସେବା ପ୍ରଦାନରେ ସଫଳତା ହାସଲ କରିଥିବା ଜିଲ୍ଲା ଓ ତହସିଲ ପୁରସ୍କୃତ ହେବେ

ଭୁବନେଶ୍ବର: ରାଜସ୍ୱ ବିଭାଗ ନିଜ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ବାର୍ଷିକ କାର୍ୟ୍ୟର ସମୀକ୍ଷା କରିବାକୁ ଯାଉଛି। ରାଜସ୍ବ ସେବା ପ୍ରଦାନରେ ସଫଳତା ହାସଲ କରିଥିବା ଜିଲ୍ଲା ଓ ତହସିଲ ପୁରସ୍କୃତ ହେବେ। ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

Continue reading
ଦୋଷୀ ଯେକେହି ବି ହୁଅନ୍ତୁ ସମସ୍ତ ଖୋଜି ବାହାର କରାଯିବ:ଖଣି ମନ୍ତ୍ରୀ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ା ବ୍ଲକ୍‌ରେ ହୋଇଥିବା ଖଣି ଲୁଟ୍‌ର ହେବ ଭିଜିଲାନ୍ସ ତଦନ୍ତ । ଦୁଇ ତହସିଲ ଅଞ୍ଚଳରେ ବ୍ୟାପକ ବେଆଇନ ଖଣି ଉତ୍ତୋଳନ ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

Continue reading
ଭୁବନେଶ୍ବରରେ ଗଡ଼ିବ ହାଇଡ୍ରୋଜେନ୍ ବସ୍: ମନ୍ତ୍ରୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଗଡ଼ିବ ହାଇଡ୍ରୋଜେନ୍ ବସ୍ । ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ପ୍ରଥମ ପର୍ୟ୍ୟାୟରେ ପରୀକ୍ଷାମୂଳକ ଭାବେ ୩ଟି ବସ୍ ଚଳାଚଳ କରିବ । ଏନେଇ ନଗର ଉନ୍ନୟନ ବିଭାଗ ସହ…

Continue reading
ଟ୍ୱିନ ସିଟିରେ କାର୍ୟ୍ୟକାରୀ ହେବାକୁ ଥିବା ପୂର୍ତ୍ତ ବିଭାଗ କାର୍ୟ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନ ସିଟିରେ କାର୍ୟ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (ଊରମକ୍ଟଦ୍ଭଶରଗ୍ଦଗ୍ଧସକ୍ଟଦ୍ଭ ଚକ୍ଷବଦ୍ଭ) ଯୋଜନା ସମ୍ପର୍କରେ…

Continue reading
କୋଟିଆ ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ଅଧିକାରୀ :ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରଥମ ଉଚ୍ଚ ସ୍ତରୀୟ କମିଟି ବୈଠକ ଜୁନ୍‌ ୩ ତାରିଖରେ ଅନୁଷ୍ଠିତ ହେବ । ଜୁନ୍‌ ୩ରେ କୋଟିଆ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ…

Continue reading
ମେଟ୍ରୋ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରିବାକୁ ଯାଉଛନ୍ତି ମୋହନ ସରକାର

ଭୁବନେଶ୍ୱର : ଭୁବନେଶ୍ୱର-କଟକରେ ମେଟ୍ରୋ ଗଡ଼ିବା ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଖୁବଶୀଘ୍ର ଦୂର ହେବାକୁ ଯାଉଛି । ମେଟ୍ରୋ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରିବାକୁ ଯାଉଛନ୍ତି ମୋହନ ସରକାର । କୁହାଯାଉଛି, ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Continue reading
କୋଟିଆ ପାଇଁ ଟାସ୍କଫୋର୍ସ କମିଟି ଗଠନ

ଭୁବନେଶ୍ବର : କୋଟିଆ ବିକାଶ ପାଇଁ ଟାସ୍କଫୋର୍ସ କମିଟି ଗଠନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ କମିଟି ଗଠନ…

Continue reading
ଓଏସଏସସିର ନୂତନ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ବର: ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗିଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସଏସସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ପୂର୍ବତନ ଡିଜିପି ଅଭୟଙ୍କ ଇସ୍ତଫା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ଓଏସଏସସି ଅଧ୍ୟକ୍ଷ ଅଭୟ ୧୯ ମେ’ ୨୦୨୫ରେ ତାଙ୍କ ପଦବୀରୁ…

Continue reading
ଏସ୍‌ସିଏସ୍‌ଟିଙ୍କ ଜମି କିଣିବେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନୂଆ ଯୋଜନା ଅନୁସାରେ ଆଦିବାସୀଙ୍କ ଜମି ଉପରେ ପ୍ରଭାବଶାଳୀ ବ୍ୟକ୍ତିମାନେ ନଜର ପକାଇପାରିବେ ନାହିଁ। ସେହିପରି ଧନୀ ଲୋକ ଆଉ…

Continue reading