ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ ନିର୍ମାଣଧୀନ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ
ଭୁବନେଶ୍ବର: ରାଜ୍ୟରେ ୧୯୧ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ ରହିଛି । ୩୬୫୨ଟି ସୋଲାର ପ୍ରକଳ୍ପ କାର୍ୟ୍ୟାନ୍ୱୟନ ସ୍ଥିତିରେ ରହିଛି । ୨୦୨୫ ଅକ୍ଟୋବର ସୁଦ୍ଧା ୭୫୨ଟି ଏକକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ…















