ରାଜ୍ୟ କ୍ୟାବିନେଟ୍ରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର,10/10:ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ ଦିଆଯିବ । ସ୍ୱଚ୍ଛ ଓଡ଼ିଶା ଯୋଜନା ପାଇଁ ୧୬୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଡିଶା ଇଏସ୍ଆଇ ଡାକ୍ତରଖାନା ଟେକ୍ନସିଆନ୍ ଟେକ୍ନିସିଆନ୍ ସେମା ନିୟମ-୨୦୨୫କୁ କ୍ୟାବିନେଟ୍ରେ ମଂଜୁରୀ। ରାଜ୍ୟରେ ଅଧିକ ଆର୍ଥିକ…


