ପିଏମ ସୂର୍ଯ୍ୟଘର: ଏବେ ସୁଦ୍ଧା ୯୩,୩୬୭ ପଞ୍ଜିକୃତ

ଭୁବନେଶ୍ୱର:ପିଏମ ସୂର୍ଯ୍ୟଘର ଅର୍ଥାତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଲୋକମାନଙ୍କର ଆଗ୍ରହ ବଢ଼ୁଛି । ଏହି ଯୋଜନାରେ ସାମିଲ ହେବା ପାଇଁ ବର୍ତ୍ତମାନ ସୁଦ୍ଧା ୯୩,୩୬୭ଜଣ ପଞ୍ଜିକରଣ କରିଛନ୍ତି । ଭଦ୍ରକରେ ସର୍ବାଧିକ ୧୭,୧୬୭ ଓ ଗଞ୍ଜାମରେ ୧୪,୧୮୯ ଜଣ…

Continue reading
୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡକୁ ବାଦ ଦିଆଯାଇଛି

ଭୁବନେଶ୍ବର: ୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡକୁ ବାଦ ଦିଆଯାଇଛି ବୋଲି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ ଆହୁରି କହିଛନ୍ତି,…

Continue reading
ଅଙ୍ଗନବାଡି ସକାଳୁଆ କରିବାକୁ ନିଷ୍ପତ୍ତି

ଭୁବନେଶ୍ବର : ବଢିଚାଲିଛି ଖରାର ତାତି। ରାଜ୍ୟରେ ଗତ କିଛି ଦିନ ଧରି ପାରଦ ଉପରମୁହାଁ ରହୁଛି। ସକାଳ ୧୦ଟାରୁ ଆରମ୍ଭ କରି ସନ୍ଧ୍ୟା ପର୍ୟ୍ୟନ୍ତ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ତେବେ ରାଜ୍ୟରେ ଜାରି ରହିଥିବା…

Continue reading
୬,୧୧୭ କୋଟି ଟଙ୍କାର ନିବେଶକୁ ଅନୁମୋଦନ

ଭୁବନେଶ୍ୱର: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ସଫଳତା ପରେ, ୧୩୫ ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ୬,୧୧୭ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଅନୁମୋଦନ କରିଛନ୍ତି। ଯାହା ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ…

Continue reading
ଭୁବନେଶ୍ବରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ

ଭୁବନେଶ୍ବର : ଭୁବନେଶ୍ବରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ସେଣ୍ଟର । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତଙ୍କୁ ଗତ ମାର୍ଚ୍ଚ ୧୩ ରେ ନୂଆଦିଲ୍ଲୀରେ ସାକ୍ଷାତ…

Continue reading
ରାଜ୍ୟରେ ଖୁବ୍ ଶୀଘ୍ର ସକାଳୁଆ ସ୍କୁଲ୍

ଭୁବନେଶ୍ବର: ଓଡ଼ିଶାରେ ସାଧାରଣତଃ ଏପ୍ରିଲ ମାସରୁ ସକାଳୁଆ ସ୍କୁଲ୍ ହୋଇଥାଏ। ହେ‌ଲେ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଆଗରୁ ଅନୁଭୂତ ହେଉଥିବାରୁ ରାଜ୍ୟରେ ଖୁବ ଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ। ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ। ଆଜି ଏଭଳି ସୂଚନା…

Continue reading
ହଠାତ କଟାଯିବନି ରାସନକାର୍ଡ:ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ରାସନକାର୍ଡ ହଠାତ କଟାଯିବନି । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୩୦ ଲକ୍ଷ ୭୩୪ଜଣ ଇ-କେୱାସି କରିନାହାନ୍ତି । ମାର୍ଚ୍ଚ ୩୧ ପରେ ଜଣାପଡ଼ିବ କେତେ…

Continue reading
ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ସୋମେଶ ରଣବିଜୁଳି ଟପ୍ପର

ଭୁବନେଶ୍ବର: ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୩୩ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି। ୩୩ ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ମହିଳା। ସୋମେଶ ରଣବିଜୁଳି ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଓଡିଶା…

Continue reading
୨୨ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ୨୨ ତାରିଖ ଦିନ ଓଡ଼ିଶା ଆସିବେ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ଏହି ଗସ୍ତ ସମୟରେ ଶ୍ରୀ ଶାହ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଲାନ୍ୟାସ କାର୍ଯ୍ୟକ୍ରମରେ…

Continue reading
ପାଣିରେ ବୁଡ଼ି ୩ ବର୍ଷରେ ୨୦୬୪ଜଣ ମୃତ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ପାଣିରେ ବୁଡ଼ି ୨୦୬୪ଜଣ ମୃତୁ୍ୟବରଣ କରିଛନ୍ତି । ଆଜି ବିଧାନସଭାରେ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ତଥ୍ୟ ଅନୁଯାୟୀ ନଦୀ, ସମୁଦ୍ର ଓ…

Continue reading