ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ:ଲତିକା

କବିସୂର୍ୟ୍ୟନଗର: ଗତକାଲି କବି ସୂର୍ୟ୍ୟନଗର କାଳିମେଘୀ ଗାଁ ନିକଟରେ ଏକ ସଭାରେତନ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ କହିଛନ୍ତି, ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ସମସ୍ତେ ଏକାଠି ହୋଇ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି କର୍ମୀଙ୍କୁ…

Continue reading
ମୋ ପରିବାର ହିଂସାରେ ବିଶ୍ବାସ କରେନି : ବବି

ଭୁବନେଶ୍ୱର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଛି । ଗତକାଲି ସଂଧ୍ୟାରେ ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣାସ୍ଥଳରେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ବିଧାୟକ ହିଂମାଶୁଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।…

Continue reading
ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ

ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଛି । ବୁଧବାର ସଂଧ୍ୟାରେ ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣାସ୍ଥଳରେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ବିଧାୟକ ହିଂମାଶୁଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।…

Continue reading
ଶୀତ ଅଧିବେଶନ: ୨୫ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନକୁ ଦୃଷ୍ଟିରେ ରଖି ବାଚସ୍ପତି ସୁରମା ପାଢ଼ୀ ଆସନ୍ତା ୨୫ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୨୬ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି ଓ ପ୍ରଥମଦିନରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍…

Continue reading
ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସିଙ୍ଗାପୁରରେ ରୋଡଶୋ କରି ୩୦୦ରୁ ଊର୍ଦ୍ଧ୍ବ ଶିଳ୍ପପତି, ଅତିଥି, ନିବେଶକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ସେମାନଙ୍କୁ ନିବେଦନ କରିଛନ୍ତି। ୨୦୨୫ ଜାନୁଆରୀ ୨୮ ଓ…

Continue reading
ଅନାସ୍ଥାରେ ହାରି ନିଜ ଭୋଟ ବିରୋଧୀଙ୍କୁ ଦେଲେ ଏନଏସି ଉପାଧ୍ୟକ୍ଷା

ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସି ଉପାଧ୍ୟକ୍ଷା ଟି. ବବିତା କୁମାରୀ ସୋମବାର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଗତ ୬ ତାରିଖରେ କାଉନସିଲମାନେ ତାଙ୍କ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଅନାସ୍ଥା…

Continue reading
ବରିଷ୍ଠ ଆଦିବାସୀ ନେତା ଏନ୍ ଭାସ୍କର ରାଓଙ୍କୁ ଆଶ୍ୱସ୍ତି

ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି। ରାୟଗଡାର ପୂର୍ବତନ ବିଜେଡି କାଉନସିଲର ଭାଗିରଥୀ ମଣ୍ଡାଙ୍ଗି ହତ୍ୟା ମାମଲାରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଡିସେମ୍ବର ୯ ତାରିଖରେ ମାମଲାର…

Continue reading
ନରେନ୍ଦ୍ର ମୋଦୀଙ୍କ ସାବରମତୀ ରିପୋର୍ଟକୁ ପ୍ରଶଂସା କଲେ ଅମିତ୍ ଶାହା

ନୂଆଦିଲ୍ଲୀ: ବିକ୍ରାନ୍ତ ମାସେଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ରିଲିଜ ହେବା ପୂର୍ବରୁ ବିବାଦ ଲାଗି ରହିଛି। ୨୦୦୨ ଗୋଧ୍ରା ଘଟଣାରେ ନିର୍ମିତ ଫିଲ୍ମ ବିଷୟରେ ଦର୍ଶକଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି। ସେପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫିଲ୍ମକୁ…

Continue reading
ନିବେଶକାରୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପ୍ରଥମ ଦିନରେ ରସାୟନ, ପେଟ୍ରୋ ରସାୟନ, ଅକ୍ଷୟ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ୟ୍ୟ କରୁଥିବା ବ୍ୟବସାୟିକ…

Continue reading
ନୀତି ବିହୀନ ରାଜନୀତି କେବଳ ଛଳନା: ନବୀନ

ଭୁବନେଶ୍ବର:‘‘ରାଜନୀତି ହେଉଛି ନିସ୍ଵାର୍ଥପର ସେବା ଓ ପ୍ରତିବଦ୍ଧତା । ନୀତି ବିହୀନ ରାଜନୀତି କେବଳ ଛଳନା ମାତ୍ର । ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ଓ ପଡ ମର୍ୟ୍ୟାଦା ସବୁ ମୂଲ୍ୟହୀନ । ସାଧାରଣ ଜନତାଙ୍କ ସନ୍ତୋଷ ହିଁ…

Continue reading