ସରକାର ଦେଲେ ଚେତାବନୀ : ବଦଳି ପାଇଁ ଚାପ ପକାଇଲେ ଆକ୍ସନ

ଭୁବନେଶ୍ୱର : ଏଣିକି କୌଣସି କର୍ମଚାରୀ ବଦଳି କିମ୍ବା ପୋଷ୍ଟି ପାଇଁ ଚାପ ପକାଇବେ ନାହିଁ । ସେଭଳି କଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବଦଳି କିମ୍ବା ପୋଷ୍ଟିଂ ସରକାର ମେରିଟ ହିସାବରେ କରିଥା’ନ୍ତି ।…

Continue reading
୧୫ ପରେ ବଢ଼ିବ ଶୀତ

ଆସନ୍ତା ନଭେମ୍ବର ୧୫ ପରେ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା, ମୟୁରଭଞ୍ଜ, କେନ୍ଦୁଝରରେ ବର୍ଷାର ସମ୍ଭାବନା ରହିଛି…

Continue reading
ନର୍ସଙ୍କ ଡ୍ରେସ୍‌ କୋଡ୍‌ରେ ପରିବର୍ତ୍ତନ

ଭୁବନେଶ୍ୱର: ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସଙ୍କ ଡ୍ରେସ୍‌ କୋଡ୍‌ରେ ପରିବର୍ତ୍ତନ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସିନିୟର୍‌ ନର୍ସିଂ ଅଫିସରଙ୍କ…

Continue reading
ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର ଦୁଇଟି ବିଧାନସଭା କ୍ଷେତ୍ର ଷଢ଼େଇକଳା ଖରସୁଆଁ ଓ ସିଂହଭୂମରେ ଆୟୋଜିତ ଦୁଇଟି ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅଞ୍ଚଳରେ…

Continue reading
ସାଲାର-୨’ ରେ ନଜର ଆସିବେ କୋରିଆର ଚର୍ଚ୍ଚିତ ଅଭିନେତା ଡନ୍ ଲି!

ମୁମ୍ବାଇ: ଦକ୍ଷିଣ କୋରିଆ ଚର୍ଚ୍ଚିତ ଅଭିନେତା ଡନ୍ ଲି ଯିଏ ମା ଡଙ୍ଗ-ସେଓକ ନାମରେ ମଧ୍ୟ ଜଣା, ରବିବାର ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିଜର ତଥା ପ୍ରଭାସଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ୟ୍ୟ କରିଦେଇଛନ୍ତି। ଏହି ପୋଷ୍ଟରେ ସେ ପ୍ରଭାସଙ୍କ ”ସାଲାର:…

Continue reading
‘ସିଙ୍ଘମ ଏଗେଇନ’କୁ ପଛରେ ପକାଇଲା ‘ଭୁଲ୍ ଭୁଲେୟା-୩’ !

ଲୋକମାନେ ହରର୍ କମେଡି ଫିଲ୍ମ ‘ଭୁଲ୍ ଭୁଲେୟା-୩’ ଏବଂ ‘ସିଙ୍ଘମ ଏଗେଇନ’ ପାଇଁ ବହୁ ସମୟ ଅପେକ୍ଷା କରିଥିଲେ । ଯେଉଁଠାରେ ଅକ୍ଷୟ କୁମାର, ଅଜୟ ଦେବଗନ୍, ରଣଭୀର ସିଂ, ଟାଇଗର ଶ୍ରଫ୍ ଏବଂ ଦୀପିକା ପାଦୁକୋନ୍ ଅଭିନୀତ ଚଳଚ୍ଚିତ୍ର ‘ସିଙ୍ଘମ…

Continue reading
ବିଧାନସଭା ନିର୍ବାଚନ: ଝାଡଖଣ୍ଡ ମୁହାଁ ମାଳ ମାଳ ଓଡିଆ ନେତା

ଭୁବନେଶ୍ବର: ୧୩ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ଭୋଟ ଦେବ ଝାଡଖଣ୍ଡ । ଏଥର କଂଗ୍ରେସ-‘ଜେଏମଏମ’ ଓ ଆରଜେଡି ମହାମେଣ୍ଟ ସହିତ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟର କଡା ମୁକାବିଲା ଦେଖିବାକୁ ମିଳିବା ନେଇ ଅନୁମାନ କରାଯାଉଛି ।…

Continue reading
ଓଡ଼ିଶା ଇତିହାସ ଉପରେ ହେବ ଗବେଷଣା, ଘୋଷଣା କଲେ ଆଇନମନ୍ତ୍ରୀ

ଭୁବନେଶ୍ବର: ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାର ଇତିହାସ ପାଇଁ ହେବ ଗବେଷଣା । କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ । ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ…

Continue reading
ଧର୍ମଶାଳା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ଯାଜପୁର: ଯାଜପୁର ଧର୍ମଶାଳାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶାନ୍ତିବଜାରରୁ ପଦଯାତ୍ରା ବାହାରି ଧର୍ମଶାଳା ମେଳଣ ପଡିଆରେ ପହଞ୍ଚି ଥିଲା। ଏହି ପଦଯାତ୍ରାରେ ବିଜେଡି ସାଙ୍ଗଠନିକ…

Continue reading
ଚଳିତ ବର୍ଷ ୫ ନୁହେଁ, ୪ ଦିନ ପଞ୍ଚୁକ

ପୁରୀ:  ମଙ୍ଗଳବାର କାର୍ତ୍ତିକର  ମହାପଞ୍ଚୁକ ବ୍ରତ ଆରମ୍ଭ । ପଞ୍ଚୁକ ୫ ଦିନ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ବର୍ଷକରେ ଥରେ ଦର୍ଶନ  ଦେଇଥାନ୍ତି । ତେଣୁ ଏହି ୫ ଦିନକୁ ଚାତକ ଭଳି ଚାହିଁ ରହିଥାନ୍ତି ଶ୍ରଦ୍ଧାଳୁ । ଚଳିତ…

Continue reading