ଆଇଏଏସ୍ ସ୍ତରରେ ଅଦଳବଦଳ
ନୂଆ ବର୍ଷ ଆରମ୍ଭରୁ ପାୱାର କରିଡରରେ ହେଲାଣି ହଲଚଲ। ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ତାଙ୍କ ସ୍ଥାନରେ କିଏ ଏହି ପଦ ସମ୍ଭାଳିବେ…
ନୂଆ ବର୍ଷ ଆରମ୍ଭରୁ ପାୱାର କରିଡରରେ ହେଲାଣି ହଲଚଲ। ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ତାଙ୍କ ସ୍ଥାନରେ କିଏ ଏହି ପଦ ସମ୍ଭାଳିବେ…
ଭୁବନେଶ୍ୱର: ଗୁରୁବାର ସକାଳୁ ରାଜଧାନୀର ମୁକୁଳା ଡ୍ରେନର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀର ବିଭିନ୍ନ ଡ୍ରେନ ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀଙ୍କ ସହ ବିଏମ୍ସି ଏବଂ ବିଡିଏର…
ଭୁବନେଶ୍ୱର: ସରକାରଙ୍କ ଲୋକବଳ ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନ ଠାରେ ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷମାନଙ୍କ ସହିତ ଆଲୋଚନାରେ କହିଛନ୍ତି। ବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ…
ଭୁବନେଶ୍ୱର: ରାତି ତାପମାତ୍ରା ଆହୁରି କମିବ । ଆସନ୍ତା ୨୪ ଘଣ୍ଟା ଭିତରେ ବଢ଼ିବ ଶୀତ ପ୍ରକୋପ । କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ୍ କମିପାରେ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।…
ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବରୁ ଆସନ୍ତା ୫ ତାରିଖ ଗସ୍ତ କାର୍ୟ୍ୟକ୍ରମ ସ୍ଥିର ହୋଇଥିଲା । କେତେକ ଅନିବାର୍ୟ୍ୟ କାରଣରୁ ଏଥିରେ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।…
ଭୁବନେଶ୍ଵର: ଓଡିଶା ଆସୁଛି ଡବଲ ଡେକର ବସ୍ । ଆଜି ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରିକ୍ ବସ୍ ଓଡିଶା ଆସୁଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ଆସିବା…
ପୁରୀ : ବର୍ଷର ପ୍ରଥମ ଦିନ ଅର୍ଥାତ ବୁଧବାର ଶ୍ରୀମନ୍ଦିର ହୁଣ୍ଡିରୁ ୧୦ଲକ୍ଷ ୯୪ହଜାର ୭୪ଟଙ୍କା ଦାନସୂତ୍ରରେ ମିଳିଛି। ଗତ ବର୍ଷ ଅକ୍ଟୋବର ୮ରେ ଶ୍ରୀମନ୍ଦିର ହୁଣ୍ଡିରୁ ଶ୍ରଦ୍ଧାଳୁଙ୍କ ପକ୍ଷରୁ ସର୍ବାଧିକ ୯ଲକ୍ଷ ୬୬ହଜାର ୪୮୦ଟଙ୍କା ଦାନ ସୂତ୍ରରେ ମିଳିଥିଲା। ସେହିଭଳି…
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ନୂଆ ରାଜ୍ୟପାଳ ହରିବାବୁ କମ୍ଭାମପତି । ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ କରିବେ। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ…
ଭୁବନେଶ୍ୱର:ରାଜ୍ୟରେ ଶିଳ୍ପ ସ୍ଥାପନ କରିବେ ୨୫ କମ୍ପାନୀ। ଏହି କମ୍ପାନିଗୁଡିକ ମିଳିତ ଭାବେ ଓଡ଼ିଶାରେ ୪୨୨୨.୨୪ କୋଟି ଟଙ୍କା ବିନିଯୋଗ କରିବେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ୧୩୩ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ…
ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ହରି ବାବୁ କମ୍ଭମପତି ଆସନ୍ତାକାଲି ଓଡ଼ିଶା ଆସିବେ ବୋଲି ଜଣାଯାଇଛି । ସେ ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଆସନ୍ତା ୩ ତାରିଖରେ ସେ ଶପଥ…