୩ ବର୍ଷରେ ଦୁର୍ଘଟଣାରେ ୧୬,୨୮୭ ମୃତ
ଭୁବନେଶ୍ୱର: ରାଜ୍ୟରେ ବିଗତ ୩ ବର୍ଷରେ ସଡ଼କ ଦୁର୍ଘଟଣାରେ ମୋଟ ୧୬ ହଜାର ୨୮୭ଜଣଙ୍କ ମୃତୁ୍ୟ ହୋଇଛି । ଗୁରୁବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଏହି ସୂଚନା…
ଭୁବନେଶ୍ୱର: ରାଜ୍ୟରେ ବିଗତ ୩ ବର୍ଷରେ ସଡ଼କ ଦୁର୍ଘଟଣାରେ ମୋଟ ୧୬ ହଜାର ୨୮୭ଜଣଙ୍କ ମୃତୁ୍ୟ ହୋଇଛି । ଗୁରୁବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଏହି ସୂଚନା…
ଭୁବନେଶ୍ୱର: ସ୍କୁଲରୁ ବିଶ୍ୱବଦି୍ୟାଳୟ ଯାଏଁ ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା । ଡିସେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନକୁ ନିଜସ୍ୱ ଜମି ପଟ୍ଟା ଦିଆଯିବ । ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…
ଭୁବନେଶ୍ୱର: ବଜ୍ରପାତ ନେଉଛି ଜୀବନ । ରାଜ୍ୟରେ ଗତ ୩ ବର୍ଷରେ ବଜ୍ରପାତରେ ୧୦୫୭ଜଣଙ୍କ ମୃତୁ୍ୟ ହୋଇଛି । ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ତାଙ୍କ ସୂଚନା ଅନୁଯାୟୀ…
ଭୁବନେଶ୍ୱର: ଗୁରୁବାର ଓୟୁଏଟି ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ କୃଷି ଉପôାଦନରେ ଅନୁଷ୍ଠାନର ଯଥେଷ୍ଟ ଅବଦାନ ରହିଛି । ଆମ ସଂସ୍କୃତି, ପରମ୍ପରା ଓ ଜୀବନ ଜୀବିକାର…
ଭୁବନେଶ୍ୱର: ଆଦିବାସୀଙ୍କ ଜମି ଦଖଲ ସମ୍ପର୍କରେ ଆସିଥିବା ଏକ ପ୍ରଶ୍ନର ଉତ୍ତର ରଖି ରାଜସ୍ୱ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି…
ଭୁବନେଶ୍ୱର: ଆଜି ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍ନବିସ୍ । ମୁମ୍ବାଇର ଆଜାଦ ମଇଦାନରେ ହେବ ଏହି ଶପଥ ଗ୍ରହଣ ସମାରୋହ । ଏଥିରେ ନିମନ୍ତ୍ରିତ ବିଶିଷ୍ଟ ଅତିଥି ଭାବେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ଭୁବନେଶ୍ୱର: ଗୁରୁବାର ପ୍ରଶ୍ନକାଳରେ ଶାସକ ବିଜେପି ପକ୍ଷରୁ ହଟ୍ଟଗୋଳ କରାଯାଇଛି । ପ୍ରଶ୍ନକାଳରେ ବିଜେଡି ବିଧାୟକ ରାଜା ସ୍ୱାଇଁଙ୍କ ଦୀର୍ଘ ପ୍ରଶ୍ନକୁ ନେଇ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ରାଜା ସ୍ୱାଇଁଙ୍କ ଦୀର୍ଘ ପ୍ରଶ୍ନକୁ ନେଇ ବିଜେପି ବିଧାୟକ ସନାତନ…
ଭୁବନେଶ୍ୱର: ରାଜ୍ୟରେ ଏବେ ଆଳୁ ଦର ୫୦ । ଯାହାକୁ ନେଇ ଖାଉଟିଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାରି ଭିତରେ ରାଜ୍ୟରେ ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ।…
ରାଉରକେଲା :ରାଉରକେଲା ରେଳ ଷ୍ଟେସନରୁ ଜବତ ହେଲା ୬୦ କେଜି ରୁପା ଅଳଙ୍କାର। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଜିଆରପି। ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର। ଚନ୍ଦନ ବିପୁଳ ପରିମାଣରେ ରୁପା ଅଳଙ୍କାର ନେଇ ଯାଉଥିବା…
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ଆଜି ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କର ଅନେକ କାର୍ୟ୍ୟକ୍ରମ ରହିଛି। ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହ ନୂତନ ଜୁଡିସିଆଲ୍ କୋର୍ଟ…