ଯାତ୍ରାପାର୍ଟି ହିରୋଇନ୍ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ
ପଟ୍ଟାମୁଣ୍ଡାଇ: ଜଣେ ଯୁବତୀଙ୍କୁ ଏକ ପ୍ରତିଷ୍ଠିତ ଗଣନାଟ୍ୟରେ ହିରୋଇନ୍ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଲେ । ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ଏକ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନର ମ୍ୟାନେଜର ବୋଲି କହୁଥିବା ୨ ଜଣ ଯୁବକ ସଂପୃକ୍ତ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ…










