ଭୁବନେଶ୍ୱରରେ ଲାଗିବ ଡପଲର ରାଡାର: ଆଏମଡି ଡିଜି

ଭୁବନେଶ୍ୱର: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ । ଏନେଇ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ପାରାଦୀପ ଓ ଗୋପାଳପୁରରେ ଡପଲର ରାଡାର ରହିଛି । ଖୁବଶୀଘ୍ର ଭୁବନେଶ୍ୱର, ସମ୍ବଲପୁର…

Continue reading
୩ଦିନ ଭିତରେ ବର୍ଷା କ୍ଷୟକ୍ଷତି ଆକଳନ: ମନ୍ତ୍ରୀ

ଭୁବନେଶ୍ୱର: ଅଦିନିଆ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ବର୍ଷା ପାଣିରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ ଏବେ ବିଲରେ ଭାସୁଛି । ତେବେ ଆସନ୍ତା ୩ ଦିନ ଭିତରେ ବର୍ଷା କ୍ଷୟକ୍ଷତି ଆକଳନ ଶେଷ ହେବ । ଏନେଇ…

Continue reading
ପ୍ରତାପଙ୍କୁ ଘରୋଇ ହସ୍ପିଟାଲ ସ୍ଥାନାନ୍ତର

ଭୁବନେଶ୍ୱର: ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନୋଏଡ଼ାର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲରା ଆରଏମଏଲ ହସ୍ପିଟାଲରେ ସେ ପୂର୍ବରୁ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ…

Continue reading
ବାଘୁଣୀ ଜିନତକୁ କାବୁ ପାଇଁ ୩ ରାଜ୍ୟର ବନ ବିଭାଗ ଟିମ୍‌ର ଉଦ୍ୟମ

ବାରିପଦା : ଶିମିଳିପାଳ ମୁହାଁଉନି ବାଘୁଣୀ ଜିନତ। ତେଣୁ ତାକୁ ଟ୍ରାଙ୍କୁଲାଇଜ୍‌ କରି ଶୀଘ୍ର ଶିମିଳିପାଳ ଫେରାଇ ଆଣିବାକୁ ଯୋଜନା ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ(ଆରସିସିଏଫ) ଡ. ପ୍ରକାଶ ଚାନ୍ଦ ଗୋଗିନାନୀ…

Continue reading
ଆଉ ଏକ ଲଘୁଚାପ ସକ୍ରିୟ

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବାବେଳେ ଏହାର ପ୍ରଭାବରେ ଆଗାମୀ ୨୪ ତାରିଖରୁ ରାଜ୍ୟରେ ପ‌ୁଣି ବର୍ଷା ହେବ। ଏହି ସମୟରେ ଅନେକ ସ୍ଥାନରେ ଘନ କୁହୁଡ଼ି ହେବା ସହ ଦୃଶ୍ୟମାନ ଦୂରତା…

Continue reading
ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ମିଳିଲାନି ସ୍ଥାନ

ଭୁବନେଶ୍ୱର : ଡବଲ ଇଞ୍ଜିନ ସରକାରରେ ଓଡ଼ିଆ ଅସ୍ମିତାକୁ ଦିଲ୍ଲୀ ଦରବାରରେ ଶକ୍ତ ଧକ୍କା ଲାଗିଛି। ଗତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଶ୍ରେଷ୍ଠ ପୁରସ୍କାର ମିଳିଥିବା ବେଳେ ଏଥର ଆଶ୍ଚର୍ୟ୍ୟଜନକ ଭାବେ ଓଡ଼ିଶାକୁ ସ୍ଥାନ ମିଳିନାହିଁ। ଆସନ୍ତା…

Continue reading
୪୦୦ ଯବାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ଆଇନ୍‌ ମନ୍ତ୍ରୀ

ଭୁବନେଶ୍ୱର: ସିଆର୍‌ପିଏଫ୍‌ ଓଡିଶା ସେକ୍ଟର ପାଇଁ ୪୦୦ ଜଣ ଯବାନଙ୍କୁ ଚୟନ କରାଯାଇଛି । ସୋମବାର ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସେମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ସୋମବାର ଆଚାର୍ୟ୍ୟବିହାରସ୍ଥିତ କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଅଡିଟୋରିୟମରେ…

Continue reading
“ଭାରତ ପର୍ବ ୨୦୨୫’ରେ ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା “ଭାରତ ପର୍ବ-୨୦୨୫’ରେ ଓଡ଼ିଶାର ବର୍ଣ୍ଣାଢ଼୍ୟ ପ୍ରଜ୍ଞାପନ ମେଢ଼ ସାମିଲ ହେବ । ଏନେଇ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି । “ସ୍ୱର୍ଣ୍ଣିମ ଭାରତରେ ହସ୍ତତନ୍ତ ଓ…

Continue reading
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଆସନ୍ତା ଜାନୁଆରୀ ୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରାଯିବ। ଗଞ୍ଜାମ ଜିଲ୍ଲାପାଳ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ଏକ ପତ୍ର ଲେଖି ଏକଥା ଜଣାଇଛନ୍ତି।ଗଞ୍ଜାମ ଜିଲ୍ଲାପାଳ ତାଙ୍କ ଚିଠିରେ ଲେଖିଛନ୍ତି…

Continue reading
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ଅଧିକ ଅର୍ଥର ଆବଶ୍ୟକତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା କହିଛନ୍ତି।…

Continue reading