କେଲୁଅ ନଦୀକୁ ଡେଇଁ ଯୁବକ ନିଖୋଜ

ଧର୍ମଶାଳା: ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଉଛନ୍ତି ବାବୁଲି ତରାଇଙ୍କ ପୁଅ ଅଜୟ ତରାଇ (୨୭)। ମିଳିଥିବା…

Continue reading
ନିଶା ମୁକ୍ତ ଭାରତ ଅଭିଯାନ ପାଇଁ ସଚେତନତା କାର୍ଯ୍ୟକ୍ରମ

ଦେବଗଡ଼:ଜିଲ୍ଲାପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜୀବନଜ୍ୟୋତି ସମନ୍ବିତ ନିଶା ନିବାରଣ ଓ ଥଇଥାନ କେନ୍ଦ୍ର ମିଳିତ ସହଯୋଗରେ ବାରକୋଟ ବ୍ଲକର କଣ୍ଢଳ ପଂଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ନିଶା ମୁକ୍ତ ଭାରତ ଅଭିଯାନ…

Continue reading
ଦେବଗଡ କଲେଜରେ ଏନଏସଏସ ଦିବସ ପାଳିତ

ଦେବଗଡ଼:ଦେବଗଡ କଲେଜରେ ୫୬ ତମ ଏନଏସଏସ ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନଏସଏସ ସମନ୍ବୟ ଅଧିକାରୀ ତଥା ଇଂରାଜୀ ବିଭାଗର ମୁଖ୍ୟ ଶେଖ ନିଜମୁଦ୍ଦିନ ଅଲ୍ଲୀ, ବରିଷ୍ଠ ଅଧ୍ୟାପକ ବିକ୍ରମ କେଶରୀ ନାଏକ,…

Continue reading
ଶିଶୁ ମାନଙ୍କ ସୁରକ୍ଷା ପାଇଁ ସମସ୍ତ ଆବାସିକ, ହଷ୍ଟେଲ ଓ ଶିଶୁ ଯତ୍ନ ଅନୁଷ୍ଠାନର ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଦେବଗଡ଼:ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଶିଶୁମାନେ ରହୁଥିବା ସମସ୍ତ ହୋମ୍, ହଷ୍ଟେଲ୍, ଆଶ୍ରୟସ୍ଥଳ, ଆଶ୍ରମ, ଅନାଥାଶ୍ରମ କିମ୍ବା ଆବାସିକ ଗୃହ ଗୁଡିକର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ…

Continue reading
ଅବସରପ୍ରାପ୍ତ ସେନା କର୍ମଚାରୀ ଗୋକୁଳ ଚନ୍ଦ୍ର ଦାସଙ୍କ ପରଲୋକ

ଦେବଗଡ଼:ପୌରାଞ୍ଚଳର ୱାର୍ଡ ନମ୍ବର-୧ର ବାସିନ୍ଦା ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଗୋକୁଳ ଚନ୍ଦ୍ର ଦାସ(୬୯)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ବର୍ଗତ ଦାସଙ୍କ ମା,ସ୍ତ୍ରୀ,ପୁଅ,ଝିଅ,ଚାରିଭାଇ,ବୋହୁ,ପୁତୁରା,ଝିଆରୀ ତଥା ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ଦାସ ୨୧.୧.୧୯୫୮ରେ ଜନ୍ମ ଗ୍ରହଣ…

Continue reading
ରାଇକିଆ ନିୟୁଜ ନିଶାମୁକ୍ତ ଯୁବପିଢ଼ି ପାଇଁ ‘ମୋ ସ୍ୱାସ୍ଥ୍ୟ, ମୋ ଗର୍ବ’

ରାଇକିଆ:ରାଇକିଆ ସ୍ଥିତ ସୁଧାକିରଣ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବପିଢ଼ି ଗଠନ ଲକ୍ଷ୍ୟରେ ‘ମୋ ସ୍ୱାସ୍ଥ୍ୟ, ମୋ ଗର୍ବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ି ନିଶାଠାରୁ ଦୂରେଇ ସୁସ୍ଥ ଓ ସୁଦୃଢ଼ ଜୀବନ ଆପଣାଇବା…

Continue reading
‘ଏକ‌ ପେଡ ମା କେ ନାମ ୩..0’ ଚାରାରୋପଣ କାର୍ଯ୍ୟକ୍ରମ

ଦେବଗଡ଼:ସେବା ସଂକଳ୍ପ ଅଭିଯାନ ଅବସରରେ ‘ଏକ‌ ପେଡ ମା କେ ନାମ ୩..0’କାର୍ଯ୍ୟକ୍ରମ ଆଜି ଦେବଗଡ ଜିଲ୍ଲାର ବାରକୋଟ,ରିଆମାଳ ଓ ତିଲେଇବଣି ବ୍ଲକର ସମସ୍ତ ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୭୦ଟି ପଞ୍ଚାୟତରେ ୭୦୦ଟି ଲେଖାଏଁ ବିଭିନ୍ନ କିସମର…

Continue reading
କମ୍ ଦରରେ ହୋଇଥିବା କାର୍ଯ୍ୟର ସ୍ୱଚ୍ଛତା ଦାବି କଲା ଡିଡିସିୟୁ

ଦେବଗଡ଼:କମ୍ ଦରରେ ହୋଇଥିବା କାର୍ଯ୍ୟର ସ୍ୱଚ୍ଛତା ଦାବି କରିଛି ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନ୍ (ଡିଡିସିୟୁ)। ଏନେଇ ଆଜି ସଂଘର ସଭାପତି ଇଂ ସୁଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆଜି ବରିଷ୍ଠ ଓ ଯୁବ ସ୍ଥାନୀୟ ଠିକାଦାରମାନଙ୍କ ଉପସ୍ଥିତିରେ ଦେବଗଡ଼ ରାସ୍ତା…

Continue reading
ପଞ୍ଚଦିବସୀୟ ଇଂରାଜୀ ଭାଷା ପ୍ରଶିକ୍ଷଣ ଶିବିର

ଦେବଗଡ଼: ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ପଞ୍ଚଦିବସୀୟ ଇଂରାଜୀ ଭାଷା ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଉଦଘାଟନୀ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର , ଜ଼ିଲ୍ଲା ବିଜ୍ଞାନ ସଂଯୋଜିକା ଇପ୍ସିତା ପଟ୍ଟନାୟକ,…

Continue reading
ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

ଦେବଗଡ଼:ମେରା ଯୁବା ଭାରତ ଦେବଗଡ ପକ୍ଷରୁ ବାରକୋଟ ବ୍ଳକର ଝରାକଣ୍ଢଳ ପଞ୍ଚାୟତର ସମ୍ମିଳନୀ କକ୍ଷରେ ଆଜି ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଦେବଗଡ ମେରା ଯୁବା ଭାରତ ର ପ୍ରଦୀପ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି…

Continue reading