ଇନ୍ଦ୍ରଗଡ଼ ପଞ୍ଚାୟତରେ ‘ଏକ ପେଡ଼ ମା କେ ନାମ’ ୩. ୦କାର୍ଯ୍ୟକ୍ରମ
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗଡ଼ ପଞ୍ଚାୟତରେ ‘ଏକ ପେଡ଼ ମା କେ ନାମ’୩. ୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଓ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଏହି…
















