ଝାଡ଼ାବାନ୍ତି: 2 ମୃତ, ୬ ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ପରେ ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗ୍ରାମରେ ଝାଡ଼ାବାନ୍ତିରେ ୭ରୁ ଅଧିକ ଜଣ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇଙ୍କର ମୃତ୍ୟୁ…

Continue reading
ରାଜ୍ୟରେ ବଢ଼ିଲାଣି ଖରା ପ୍ରକୋପ

ଭୁବନେଶ୍ୱର: ସରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଖେଳ । ଆସିଗଲା ମୌସୁମୀର ଲେଉଟାଣି ବେଳ । ବିଭିନ୍ନ ରାଜ୍ୟରୁ ବିଦାୟ ନେଇ ସାରିଲାଣି । ଆସନ୍ତା ୨-୩ ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି । ଏଥର ଓଡ଼ିଶାରେ ନିଧୁର୍ମ…

Continue reading
ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

Continue reading
ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଏ ସହର ଆମର ଏବଂ ଏହାର ସ୍ୱଚ୍ଛତାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ବର୍ତ୍ତମାନ ଦେଶର ସ୍ୱଚ୍ଛତା Ranking ରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି। ଯଦି ଆମେ ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ସଠିକ୍…

Continue reading
୮୦ ବର୍ଷୀୟାଙ୍କୁ ଜଙ୍ଗଲକୁ ଟାଣିନେଇ ଦୁଷ୍କର୍ମ!

ନବରଙ୍ଗପୁର: ୮୦ ବର୍ଷୀୟା ବୃଦ୍ଧାଙ୍କୁ ୩୫ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମ । ଜଙ୍ଗଲକୁ ଘୋଷାଡି ନେଇ ସାଂଘାତିକ କାଣ୍ଡ । ପାଶବିକତାର ସୀମା ଟପିଗଲା କାମାନ୍ଧ ଯୁବକ । ଏଭଳି ଲଜ୍ଜାଜନକ ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ…

Continue reading
ଢେ଼ଲା ମାଡରେ ୫ ପୋଲିସ କର୍ମଚାରୀ ଏବଂ ଆଇଆଇସି ଆହତ

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚାପଡା ଗାଁ ରେ ଏକ ଗଣେଶ ଭଷାଣୀ ନେଇ ପୋଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଢେଲା ମାଡ ରେ ମାହାଙ୍ଗା ଥାନା ଅଧିକାରୀ ଜୁଗଳ କିଶୋର…

Continue reading
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ବୈଠକ

ଛିଣ୍ଡିବ କି ମହାନଦୀ କଳି ? ଜଳ ବିବାଦର ସମାଧାନ ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୈଠକ। ଉପସ୍ଥିତ ରହିବେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। CWC ମଧ୍ୟସ୍ଥତାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ବଣ୍ଟନର ସୂତ୍ର ଖୋଜା…

Continue reading
ଓଡ଼ିଶା ଟି୨୦ ଲିଗ୍‌: ସମ୍ବଲପୁରକୁ ହରାଇ କେନ୍ଦୁଝର ମାଇନର୍ସ ଚାମ୍ପିଅନ୍

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ବୁଧବାର ଭାରତ ମସଲା ଓଡ଼ିଶା ଟି୨୦ ଲିଗ୍‌ ସିଏମ୍‌ ଟ୍ରଫିର ଫାଇନାଲ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସମ୍ବଲପୁର ୱାରିୟର୍ସକୁ ୯ ୱିକେଟ୍‌ରେ ପରାସ୍ତ କରି କେନ୍ଦୁଝର ମାଇନର୍ସ ଚାମ୍ପିଅନ୍‌ ହୋଇଛି। ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ…

Continue reading
ପୂଜା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ସହାୟତା:ମନ୍ତ୍ରୀ

ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ବିତ୍ପାତ ଦେଖାଦେଇଥିବା ବେଳେ ଉତ୍ତର ଓଡ଼ିଶାର କିଛି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସବୁ ଜିଲାଗୁଡ଼ିକରେ କ୍ଷୟକ୍ଷତି ଆକଳନ କରାଯାଉଛି। ଦୁର୍ଗାପୂଜା ପୂର୍ବରୁ ବିପନ୍ନଙ୍କୁ ସହାୟତା ରାଶି…

Continue reading
ପେନ୍‌ସନ ଡେରି କଲେ ବର୍ଷକୁ ୭% ସୁଧ ଗଣିବେ ସରକାର

ଭୁବନେଶ୍ୱର : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ଦେବାରେ ବର୍ଷେରୁ ଅଧିକ ବିଳମ୍ବ ହେଲେ, ସରକାର ତାଙ୍କୁ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବେ। ଗତ ୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରସ୍ତାବ ଉପରେ ମୋହର ମାରିବା ପରେ…

Continue reading