ମହାବିନାୟକ ଓ ଛତିଆବଟ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ନେଇ ଆଲୋଚନା
ଭୁବନେଶ୍ୱର : ପୂର୍ତ୍ତ ବିଭାଗ ଅଧୀନରେ ଚାରବାଟିଆ ଓ ବାଲେଶ୍ୱର ଡିଭିଜନ୍ରେ ଚାଲୁଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ନେଇ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ…












