ରିଆମାଳ ମିଶନ ଶକ୍ତି କାଫେ ଦୀର୍ଘ ଦିନ ହେଲା ବନ୍ଦ
ଲକ୍ଷାଧିକ ଟଙ୍କା ନଷ୍ଟ ହେବାରେ ଲାଗିଛି ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ସଦରମହକୁମା ସାପ୍ତାହିକ ବଜାର ପରିସରରେ ଥିବା ମିଶନ ଶକ୍ତି କାଫେ ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡ଼ିରହିଛି।ସହରାଞ୍ଚଳ, ଗ୍ରାମାଞ୍ଚଳ ଏସ୍ଏଚ୍ଜି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଏବଂ…






