ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର: ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ) ୨୦୨୬ରେ ରାଜ୍ୟ ବର୍ଗରେ ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ‘ଜଳବାୟୁ ସହନଶୀଳ ଜଳ ପରିଚାଳନା’ ବିଷୟବସ୍ତୁ ଉପରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Continue reading
ଅରୁଣ, ସୁଜିତ ନିଲମ୍ୱିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ…

Continue reading
ବଢୁଛି ବୁଢ଼ା ବଳଙ୍ଗ ନଦୀର ଜଳସ୍ତର

ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବୁଢ଼ା ବଳଙ୍ଗ ନଦୀର ଜଳସ୍ତର । ଲଗାଣ ବର୍ଷା ଫଳରେ ଗତକାଲି ରାତି ଠାରୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ…

Continue reading
ବର୍ଷା ପାଇଁ ବଢ଼ିପାରେ ସ୍କୁଲ ଛୁଟି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଆହୁରି ବଢ଼ିପାରେ ସ୍କୁଲ ଛୁଟି । ଆବଶ୍ୟକ ପଡ଼ିଲେ ଆଉ ଦିନେ କିମ୍ବା ଦୁଇଦିନ ସ୍କୁଲ ବନ୍ଦ ରଖାଯାଇପାରେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗଭୀର ଅବପାତ ପ୍ରଭାବରେ…

Continue reading
ସାତଭାୟାରେ ୨ଶହ ଫୁଟ କୂଳ ଲଙ୍ଘିଲା ସମୁଦ୍ର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟାରେ ୨ଶହ ଫୁଟ କୂଳ ଲଙ୍ଘିଲା ସମୁଦ୍ର । ଧସିଲା ବାଲି ପାହାଡ଼, ଉପୁଡିଲା ଗଛ, ଜମିରେ ମାଡିଗଲା ବାଲିଚର । ଗଭୀର ଅବପାତ ପ୍ରଭାବରେ ଅଶାନ୍ତ ହୋଇଛି ସମୁଦ୍ର । ଉଠୁଛି ଉଚ୍ଚ…

Continue reading
ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ, ଦେଡ଼ଶୁର କୋର୍ଟ ଚାଲାଣ

ପାଟଣା: ପାଟଣା ଥାନା ଅନ୍ତର୍ଗତ ବାଲିବନ୍ଧ ଗ୍ରାମରେ ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ଜଣେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପାଟଣା ପୁଲିସ ଅଭିଯୁକ୍ତ ଦେଡ଼ଶୁର ଲୋକନାଥ ମହାନ୍ତ (୩୦)କୁ ଗିରଫ…

Continue reading
ରାୟଗଡ଼ା,ମାଲକାନଗିରି ବର୍ଷା ବିତ୍ପାତ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ । ବୁଧବାର ରାତି ପ୍ରାୟ ସାଢେ ୧୧ଟାରେ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପରକ୍ରିୟା ଜାରି ରହିଥିଲା ।…

Continue reading
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର: ପବନ କମ୍‌, କିନ୍ତୁ ନିର୍ଧୁମ ବର୍ଷା । ଆହୁରି ଦୁଇଦିନ ଓଡ଼ିଶାକୁ ନୟାନ୍ତ କରିଦେବ ଏ ବର୍ଷା । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, ମାଲକାନଗିରିରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । ପାଖ ଜିଲ୍ଲାରେ…

Continue reading
ମରଣାନ୍ତକ ଆକ୍ରମଣରେ ଯୁବକ ମୃତ, ରାସ୍ତାରୋକ

ଦେବଗଡ଼:ପୌରାଞ୍ଚଳର ରଜାମୁଣ୍ଡା ସାହିର ଜଣେ ଯୁବକକୁ ‌ସଂଘବଦ୍ଧ ଭାବେ ମାରଣାନ୍ତକ ଆକ୍ରମଣ ହୋଇଥିଲା। ତେବେ ଯୁବକର ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୂ ଘଟିଥିଲା। ମୃତକ ହେଲେ ପୌରାଞ୍ଚଳର ରଜାମୁଣ୍ଡା ସାହିର ରଜାମୁଣ୍ଡାର ଯୁଧିଷ୍ଠିର ନାଏକଙ୍କ ପୁଅ ହାଡୁ ନାଏକ(୪୨)।ଆଜି ସକାଳେ…

Continue reading
୬୨ ଜଣଙ୍କୁ ଫେରସ୍ତ ମିଳିଲା ହଜିଥିବା ମୋବାଇଲ୍

ଦେବଗଡ଼:ଜିଲ୍ଲା ପୁଲିସ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଆଜି ଜିଲ୍ଲା ରିଜର୍ଭ ପୁଲିସର ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ‘ମୋବାଇଲ ଫେରସ୍ତ ମେଳା’ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ ମୁଖ୍ୟଅତିଥି,ଅତିରିକ୍ତ ଏସପି ଧିରଜ ଚୋପଦାର,ଏସଡିପିଓ ରମେଶ…

Continue reading