୨୩ ଓ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା

ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ବଡ଼ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୨୩ ଓ ୨୪ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ଥିବା ପୂର୍ବାନୁମାନ କରିଛନ୍ତି ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ତାଙ୍କ କହିବା କଥା…

Continue reading
କନଷ୍ଟେବଲ ଆଶୁତୋଷ ହତ୍ୟା ମାମଲା: କ୍ରାଇମବାଞ୍ଚର ବୟାନ ରେକର୍ଡ

ବ୍ରହ୍ମପୁର: କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲାରେ ତଦନ୍ତ ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁରରେ ପହଞ୍ଚି ଆଶୁତୋଷଙ୍କ ପରିବାରର ୫ ସଦସ୍ୟଙ୍କ ବୟାନ ରେକର୍ଡ କରିଛି ୪ ଜଣିଆ ଟିମ୍। ରବିବାର ବିଳମ୍ବିତ ରାତିରେ ଆଶୁତୋଷଙ୍କ ବାପା, ମାଆ, ଦୁଇ ଭଉଣୀ…

Continue reading
ନନ୍ଦନକାନନରେ ଗ୍ଲାସ୍ ହାଉସ୍ ଲିଓପର୍ଡ ଏନକ୍ଲୋଜର୍ କ୍ରେଜ୍

ନନ୍ଦନକାନନର ନୂଆ ଆକର୍ଷଣ ପାଲଟିଛି ଗ୍ଲାସ୍ ହାଉସ୍ ଲିଓପର୍ଡ ଏନକ୍ଲୋଜର୍। ଗ୍ଲାସ୍ ଆବରଣ ଭିତରେ ଏବେ ରହୁଛନ୍ତି ଦୁଇ କଲରାପତରିଆ ବାଘ। ଖୋଲା ଆକାଶ ତଳେ ପ୍ରାକୃତିକ ପରିବେଶକୁ ଅନୁକରଣ କରି ଏହି ଏନକ୍ଲୋଜର୍ କୁ ଡିଜାଇନ୍ କରାଯାଇଛି। ଗ୍ଲାସ୍ ସାମ୍ନାରୁ…

Continue reading
ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ରେଷ୍ଟୁରାଣ୍ଟ

ବାଲେଶ୍ବର: ଗ୍ୟାସ ଟାଙ୍କି ବିସ୍ଫୋରଣରୁ ହୋଟେଲରେ ଲାଗିଲା ନିଆଁ। ବାଲେଶ୍ବର ଓଟି ରୋଡରେ ଥିବା ଏକ ରେଷ୍ଟୁରାଣ୍ଟରେ ଲାଗିଛି ଭୟଙ୍କର ନିଆଁ। ସିଲିଣ୍ଡର ବିସ୍ଫୋରଣରୁ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା। ନିଆ ଧିରେ ଧିରେ ପୂରା  ହୋଟେଲକୁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ପୂରା ରେଷ୍ଟୁରାଣ୍ଟ…

Continue reading
ମହାନଦୀ ମାମଲା: ଆଜି ସିଡବ୍ଲୁସି ମଧ୍ୟସ୍ଥତାରେ ବୈଷୟିକ ଟିମ୍‌ ବୈଠକ

ଭୁବନେଶ୍ୱର: ଓଡ଼ିଶା ଛତିଶଗଡ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୮ ତାରିଖରେ ହେବ । ତେବେ ତା’ପୂର୍ବରୁ ଆଜି ଓଡ଼ିଶା-ଛତିଶଗଡ଼ ବୈଷୟିକ ଟିମ୍ ଆଉ ଏକ ବୈଠକ ହେବ । କେନ୍ଦ୍ରୀୟ ଜଳ ଆୟୋଗ…

Continue reading
ସ୍ୱର୍ଗଦ୍ୱାରରେ ଏକାଠି ଜଳିଲା ୭ ଜୁଇ

ଭୁବନେଶ୍ୱର,: ମଧ୍ୟପ୍ରଦେଶରେ ନାଳରେ ଭାସିଯାଇ ପ୍ରାଣ ହରାଇଥିବା ଜୟଦେବ ବିହାରର ଆତ୍ମାରାମ ବସ୍ତିବାସିନ୍ଦା ବନମାଳି ବେହେରାଙ୍କ ପରିବାରର ୭ ସଦସ୍ୟଙ୍କ ମୃତଦେହ ରବିବାର ରାତି ପ୍ରାୟ ସାଢେ ୧ଟା ବେଳେ ଭୁବନେଶ୍ୱରରେ ପହଞ୍ଚିଥିଲା । ମଧ୍ୟପ୍ରଦେଶ ଆଗର-ମାଲୱା ଜିଲ୍ଲାର ରାଜସ୍ୱ ବିଭାଗର…

Continue reading
ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ

ଭୁବନେଶ୍ୱର: ଉତ୍ତର ପୂର୍ବ ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି । ସୋମବାର ସୁଦ୍ଧା ଏହା ଅବପାତରେ ପରିଣତ ହେବ । ୨୨ ତାରିଖରେ ଗଭୀର ଅବପାତ ରୂପ ନେବ…

Continue reading
ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରରୁ ଝୁଲନ୍ତା ଅବସ୍ଥାରେ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଫରେଷ୍ଟର ଜଣକ ହେଉଛନ୍ତି ବ୍ୟାସଦେବ ସାହୁ । ସେ ବଲାଙ୍ଗୀର ଫରେଷ୍ଟର ଭାବେ କାମ କରୁଥିଲେ ।ରବିବାର…

Continue reading
ପାଟ୍ରୋଲିଂ ବେଳେ ବଜ୍ରପାତରେ ଏସଆଇ ମୃତ

ବୌଦ୍ଧ : ପାଟ୍ରୋଲିଂ ବେଳେ ବଜ୍ରପାତରେ ଚାଲିଗଲା ଅବକାରୀ ଏସଆଇଙ୍କ ଜୀବନ । ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି କଣ୍ଟାମାଳ ଅବକାରୀ ଥାନା ଏସଆଇ ପୁରୁଷୋତ୍ତମ ବେବର୍ତ୍ତା । କଣ୍ଟାମାଳ ଅବକାରୀ ଏସଆଇ ପୁରୁଷୋତ୍ତମ ବେବର୍ତ୍ତା ନିଜ ଟିମ୍ ସହ…

Continue reading
ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । ପାର୍ବଣ ଋତୁରେ ଘାଟିକିଆ ଅଞ୍ଚଳରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଏକ ଫେସବୁକ୍ ଲାଇଭ୍କୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହେବା ସହ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା…

Continue reading