ସମ୍ବିଧାନ ବିତର୍କରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ବିତର୍କ ଲୋକସଭାରେ ହେବ। ଆସନ୍ତା ୧୩ ଓ ୧୪ ଦୁଇ ଦିନ ଧରି ବିଭିନ୍ନ ଦଳର ସଦସ୍ୟ ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କରେ ଭାଗ ନେଇ ନିଜର ମତ ରଖିବେ।…

Continue reading
ଋଣ ଦେବା ନାଁରେ ୩୯ହଜାର ଟଙ୍କାର ଦେଶୀ ମାଂସ ଖାଇଦେଲେ sbi ମ୍ୟାନେଜର

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଦେଶୀ କୁକୁଡ଼ା ଖାଇବାକୁ ବେଶ ମନ ହେଲା। ସେ ପ୍ରକୃତ ଦେଶୀ କୁକୁଡ଼ା ଖୋଜୁ ଥିବା ବେଳେ ତାଙ୍କୁ ମିଳି ଯାଇଥିଲେ ଜଣେ ଚାଷୀ। ଚାଷୀ ଜଣଙ୍କ ଋଣ ଚାହୁଁଥିବା ବେଳେ…

Continue reading
ଚାକିରୀ ଦେବା ନାଁରେ ଠକେଇ , ଦୁଇ ଭାଇ ଗିରଫ

ମେଡିକାଲରେ ନର୍ସିଂ ଚାକିରି କରାଇଦେବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଅଭିଯୋଗ ପରେ ଏବେ ପୁଲିସ କବଜାରେ ଦୁଇ ଅଭିଯୁକ୍ତ। କଟକ ମଙ୍ଗଳାବାଗ ଥାନା ପୁଲିସ ଏହି ଘଟଣାରେ ଦୁଇ ଦଲାଲଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ଦୁଇ…

Continue reading
ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡର ଟେକିଙ୍ଗ କମିଟିର ବଡ଼ ବୈଠକ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଦେଶର ଗୁରୁତ୍ୱପୂର୍ଣ୍ଣ କମିଟି ଗୁଡ଼ିକ ମଧ୍ୟରୁ ପବ୍ଲିକ ଅଣ୍ଡରଟେକିଂ କମିଟି ଅନ୍ୟତମ। ସାଂସଦ ବୈଜୟନ୍ତ…

Continue reading
ବ୍ରାଉନ ସୁଗାର ମାଫିଆଙ୍କ ଘରେ ରେଡ, ମିକ୍ସଚର୍ ଡବାରୁ ମିଳିଲା ଟଙ୍କା

ବ୍ରାଉନ୍‌ସୁଗର ମାଫିଆଙ୍କ ଘରେ ହୋଇଥିଲା ରେଡ୍‌। ଆଉ ଚଢଉ ବେଳେ ମୁଢି, ମିକ୍ସଚର, ଚାଉଳ ଡବାରୁ ବାହାରିଥିଲା ପୁଳା ପୁଳା ଟଙ୍କା। ଏତେ ଟଙ୍କା ବାହାରିଥିଲେ ଯେ ହାତରେ ଗଣି ପାରିନଥିଲା। ତେଣୁ ଟଙ୍କା ଗଣିବା ପାଇଁ ମେସିନ୍‌ ଆଣିବାକୁ ପଡ଼ିଥିଲା।…

Continue reading
୧୪ ପୂର୍ବତନ ବିଧାୟକ ଛାଡ଼ିନାହାନ୍ତି କ୍ୱାର୍ଟର୍ସ

ଭୁବନେଶ୍ୱର: ନିର୍ବାଚନର ଦୀର୍ଘ ମାସ ପରେ ବି କିଛି ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି । ଏହି ତାଲିକାରେ ମୋଟ ୧୪ ଜଣ ରହିଛନ୍ତି । ସୋମବାର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବିଧାନସଭାରେ…

Continue reading
ପିଏମଜି ତାତି:ରୁଲିଂ ଦାବି କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ପିଏମଜି ତାତି ପ୍ରସଙ୍ଗ । ଆଜି ବିଧାନସଭାରେ ବିଜେଡି ସଦସ୍ୟ ଏମବିକେ ଓ ସିଆରପିମାନେ ଲୋୟର ପିଏମଜିରେ କରୁଥିବା ଆନେ୍ଦାଳନ ପ୍ରସଙ୍ଗ ଉଠାଇଛନ୍ତି । ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରୁଲିଂ…

Continue reading
ଶୀତରେ ବ୍ରେକ ଦେଇଛି ବର୍ଷା

ଭୁବନେଶ୍ବର: ଶୀତରେ ବ୍ରେକ ଦେଇଛି ବର୍ଷା । ଡିସେମ୍ବର ମାସ ୯ ତାରିଖ ହେଲାଣି କିନ୍ତୁ ଚଳିତ ବର୍ଷ ଶୀତ ନାହିଁ । ସବୁ ବର୍ଷ ଏହି ସମୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହୋଇଥାଏ । କିନ୍ତୁ ବଙ୍ଗୋପସାଗରରେ ବାରମ୍ବାର…

Continue reading
ଝାମ୍ପି ନେଲେ ଅଧ କେଜି ସୁନା

ଦେବଗଡ : ଝାମ୍ପି ନେଲେ ଅଧ କେଜି ସୁନା। ଦେବଗଡରେ ସୁନା ଦୋକାନୀଙ୍କ ଠାରୁ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ୍‌ । ଅମ୍ବାଦୋଳା ଥାନା ନିକଟ ରାସ୍ତାକଡ ଦୋକାନରୁ ଅଳଙ୍କାର ନେଇ ଚମ୍ପଟ ମାରିଛନ୍ତି ଲୁଟେରା । ଦୋକାନ ଖୋଲୁଥିବା ବେଳେ…

Continue reading
ବ୍ୟାଟେରୀ ଗାଡିରୁ ନିଆଁ ଲାଗି ଜଳିଗଲା ୪ ଗାଡି

ସୁନ୍ଦରଗଡ : ବ୍ୟାଟେରୀ ଗାଡିରୁ ନିଆଁ ଲାଗି ଜଳିଗଲା ୪ ଗାଡି । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ରାସ୍ତାରେ ଜଣଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରୀ ଚାଳିତ ସ୍କୁଟରକୁ ଚାର୍ଜରେ ବସାଇଥିବାବେଳେ ନିଆଁ ଲାଗିଯାଇଥିଲା ସ୍କୁଟରରୁ ନିଆଁ ଲାଗି ପାଖରେ…

Continue reading