୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍

ଢେଙ୍କାନାଳ : ୩ ଜଣ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ…

Continue reading
ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ!

ଲାଞ୍ଚ ନେବା ଏକ ଦଣ୍ଡନୀୟ ଅପରାଧ। ଭିଜିଲାନ୍ସ ସଚେତନତା ସପ୍ତାହରେ ପ୍ରତିବର୍ଷ ସରକାରୀ ବାବୁମାନେ ଶପଥ ନେଉଛନ୍ତି। ତଥାପି ବାବୁମାନେ ଲାଞ୍ଚ ନେଇ ମାଲାମାଲ୍‌ ହେଉଛନ୍ତି। ଆଉ ପରବର୍ତ୍ତୀ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡ଼ୁଛନ୍ତି ସରକାର ବାବୁ।…

Continue reading
ଓମାନରେ ଛାତ ଭୁଶୁଡ଼ି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଓମାନରେ ଛାତ ଭୁଶୁଡ଼ି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମରଶରୀରକୁ ଭାରତ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ…

Continue reading
୧୦ ବର୍ଷରେ ମଲେଣି ୮୫୭ ହାତୀ

୧୦ ବର୍ଷ ମଲେଣି ୮୫୭ ହାତୀ। ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ ମୃତ୍ୟୁବରଣ କରିଛନ୍ତି। ପ୍ରାକୃତିକ କାରଣରୁ ୨୨୯ ହାତୀ ମୃତ୍ୟୁବରଣ କରିଛନ୍ତି। ଆଜି ବିଧାନସଭାରେ…

Continue reading
ରାଜ୍ୟସଭା ଉପନିର୍ବାଚନ, ବିଜେପିର ସୁଜିତ କୁମାର ଏକ ମାତ୍ର ପ୍ରାର୍ଥୀ

ଡିସେମ୍ବର ୨୦ ତାରିଖରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶାରୁ ବିଜେପିର ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଏନେଇ ଓଡ଼ିଶା ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ସେପ୍ଟେମ୍ବର ମାସରେ…

Continue reading
‘ଯିଏ ନେବ, ସିଏ ଯିବ’

‘ସମସ୍ତେ ସଚେତନ ହୋଇଯାଆନ୍ତୁ। ଭିଜିଲାନ୍ସ ବାହାରେ ଅପେକ୍ଷା କରିଛି। ଯିଏ ନେବ, ସିଏ ଯିବ।’ ଭୁବନେଶ୍ୱରର ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣି ଦେବଯାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଏଭଳି…

Continue reading
୫ ବର୍ଷରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି

ଭୁବନେଶ୍ବର: ଗତ ୫ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି। ଆଜି ଗୃହରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅନଲାଇନ ଟ୍ରେଡିଙ୍ଗ ବର୍ତ୍ତମାନ ସମୟରେ ଠକେଇର ଏକ ପ୍ରମୁଖ…

Continue reading
ରାଜ୍ୟରେ ୪୭୩ଟି ଓଏଏସ୍‍ ପଦବୀ ଖାଲି ପଡିଛି

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା (ଓଏଏସ୍‍) ପାହ୍ୟାରେ ୪୭୩ ପଦବୀ ଖାଲି ପଡିଛି । ଓଡିଶା ଅର୍ଥସେବାରେ ୨୭୦ ପଦବୀ ଖାଲି ପଡିଥିବାବେଳେ ଓଡିଶା ଜଙ୍ଗଲ ସେବାରେ ୫୭୯ ପଦବୀ ଖାଲି ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Continue reading
ବିଧାନ ପରିଷଦ ଗଠନ ପାଇଁ ୨୦୧୮ରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି

ଭୁବନେଶ୍ୱର : ଓଡିଶା ବିଧାନ ପରିଷଦ ଗଠନ ନିମନ୍ତେ ଏକ ପ୍ରସ୍ତାବ ରାଜ୍ୟ ବିଧାନସଭା ତରଫରୁ ୨୦୧୮ ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ଅନୁମୋଦନ ପାଇଁ ପଠାଯାଇଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ…

Continue reading
ସରକାରୀ ମେଡିକାଲ କଲେଜରେ ୮୬ ପ୍ରଫେସର ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ମେଡିକାଲ କଲେଜଗୁଡିକରେ ୮୬ଟି ପ୍ରଫେସର ପଦବୀ ଖାଲି ପଡିଛିା ଏଥି ମଧ୍ୟରେ ଭିମସାରରେ ୧୩ଟି ପ୍ରଫେସର ପଦବୀ ଖାଲିଥିବାବେଳେ କଟକ ଏସ୍‍ସିବରେ ୧୧ଟି ପ୍ରଫେସର ପଦବୀ ଖାଲି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ…

Continue reading