ବିଧାନସଭାରେ ଆଳୁ ଝଡ଼: ପୋଷ୍ଟର ଦେଖାଇଲା ବିଜେଡି

ଭୁବନେଶ୍ୱର: ସୋମବାର ବିଧାନସଭାର ପ୍ରଶ୍ନକାଳରେ ବିଜୁ ଜନତା ଦଳ ଆଳୁ ପ୍ରସଙ୍ଗ ଉଠାଇଛି । ରାଜ୍ୟରେ ଆଳୁର ଚଢ଼ା ଦରକୁ ନେଇ ବିଜେଡି ବିଧାୟକମାନେ ପୋଷ୍ଟର ଦେଖାଇ ବିଧାନସଭାରେ ବିରୋଧ କରିଛନ୍ତି । ଆଳୁ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକମାନେ ବିଭାଗୀୟ…

Continue reading
ଛତ୍ରବଜାରରେ ଯୋଗାଣ ବିଭାଗର ଚଢ଼ଉ

କଟକ: କଟକ ଛତ୍ରବଜାରରେ ଚଢଉ । ସକାଳୁ ସକାଳୁ ଯୋଗାଣ ବିଭାଗର ଚଢାଉ ଜାରି । ଉତ୍ତରପ୍ରଦେଶରୁ ଆଳୁ ଗାଡ଼ି ଆସିବା ପରେ ଆଳୁ ଦର କାହିଁକି କିମୁନି ଏନେଇ ଚଢାଉ କରିଛି ଯୋଗାଣ ବିଭାଗ । କେତେ ଟଙ୍କାରେ ବିକ୍ରି…

Continue reading
ଫେଙ୍ଗାଲ ପ୍ରଭାବ: ରାଜଧାନୀରେ ହାଲୁକା ବର୍ଷା

ଭୁବନେଶ୍ୱର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ପାଗରେ ପରିବର୍ତ୍ତନ । ସକାଳୁ ରାଜଧାନୀରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା । ବର୍ଷା ଛାଡିଲେ ବଢ଼ିପାରେ ଶୀତ ପରିମାଣ । ଗତ ଦୁଇ ଦିନ ହେଲା ରାଜ୍ୟରେ ଏକାଧିକ ସ୍ଥାନରେ କୋହଲା ପାଗ…

Continue reading
ଖୁବ୍‌ଶୀଘ୍ର ୨୫୦ ରେଡିଓଗ୍ରାଫରଙ୍କୁ ଦିଆଯିବ ନିଯୁକ୍ତିପତ୍ର: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟ ସମସ୍ତ ସରକାରୀ ହସ୍ପିଟାଲରେ ରହିବେ ରେଡିଓଗ୍ରାଫର। ଖୁବ୍‌ଶୀଘ୍ର ୨୫୦ ରେଡିଓଗ୍ରାଫରଙ୍କୁ ଦିଆଯିବ ନିଯୁକ୍ତିପତ୍ର। ରେଡ଼ିଓଗ୍ରାଫି ଦ୍ଵାରା ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ। ଆଗାମୀ ଦିନରେ ଅଧିକ ପୋଷ୍ଟ ବାହାର କରିବାକୁ ଲକ୍ଷ ରଖିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ…

Continue reading
ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୫ ତାରିଖରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହା ଶ୍ରୀଲଙ୍କା…

Continue reading
ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେରେ ପୁଣି ରାଗିଂ ଅଭିଯୋଗ । ଏମ୍‌ବିବିଏସ୍‌ ସିନିୟର ପିଲାମାନେ ଜୁନିୟରଙ୍କୁ ରାଗିଂ କରିଥିବା ନ୍ୟାସନାଲ ମେଡିକାଲ କାଉନ୍‌ସିଲ୍‌ ଆଣ୍ଟି ରାଗିଂ ସେଲ୍‌କୁ ଇ-ମେଲରେ ଅଭିଯୋଗ କରିଛନ୍ତି ବିଦ୍ୟାର୍ଥୀ । ଆଣ୍ଟି ରାଗିଂ ସେଲ୍‌…

Continue reading
ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋବରାବେଡା ଗାଁରେ ଶୋଇବା ଘରୁ ଉଦ୍ଧାର ହେଲା ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ । ଯୁବକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତକ ଦେବ ପ୍ରସାଦ ନାଏକ ବୋଲି ଜଣା ପଡ଼ିଛି…

Continue reading
ଟଳିଲା ସଙ୍କଟ : ୟୁପିରୁ ଓଡିଶାକୁ ଆସିଲା ଆଳୁ

ଭୁବନେଶ୍ବର: ଟଳିଲା ଆଳୁ ସଙ୍କଟ ୟୁପିରୁ ଆସିଲା ଆଳୁ । ବହୁ କସରତ ପରେ ଶେଷରେ ଓଡିଶାରେ ପହଞ୍ଚିଲା ୟୁପି ଆଳୁ । ତେବେ ଆଳୁ ପହଞ୍ଚିବା ପରେ ଆଳୁ ଦର କମିବା ନେଇ ସମ୍ଭାବନା ରହିଛି । ଉତ୍ତରପ୍ରଦେଶରୁ ଆସିଛି…

Continue reading
ଆଜି ପୁଣି ସରଗରମ ହେବ ବିଧାନସଭା

ଭୁବନେଶ୍ବର: ୩ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା। ୩ ଦିନିିଆ ଓଡ଼ିଶା ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଫେରିଯିବା ପରେ, ଓଡ଼ିଶା ପାଇଛି କଣ ତାହାକୁ ନେଇ…

Continue reading
ପ୍ରେମ କୁମାର ଝା ନୂଆ ବନ୍ୟପ୍ରାଣୀ ପିସିସିଏଫ୍‌

ଭୁବନେଶ୍ୱର : ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ପ୍ରେମ କୁମାର ଝାଙ୍କୁ ନୂଆ ବନ୍ୟପ୍ରାଣୀ ପିସିସିଏଫ୍‌ ତଥା ରାଜ୍ୟ ବନ ବାହିନୀ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ପରିବେଶ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଭାବେ କାର୍ୟ୍ୟ କରୁଥିବା…

Continue reading