ଦେବଗଡରେ ଭୂକମ୍ପ ଝଟକା

ଦେବଗଡ:ଦେବଗଡ଼ ଜିଲାରେ ଭୂମିକମ୍ପ ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା ୪୮ ମିନିଟ୍ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଏହା ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିବା ନେଇ…

Continue reading
କନେଷ୍ଟବଳଙ୍କ ସ୍ବାମୀଙ୍କୁ ଗୁଳିମାଡ଼ କରି ଟଙ୍କା ବ୍ୟାଗ ଲୁଟ୍

ପାଟଣା/କେନ୍ଦୁଝର: କେନ୍ଦୁଝର ଜିଲ୍ଲା କେନ୍ଦେଇପଶି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ବେଳେ ତାଙ୍କ ନିକଟରୁ ଟଙ୍କା ବ୍ୟାଗ…

Continue reading
ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ। ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ସେ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି,…

Continue reading
ଅଧାରୁ ସରିଲା ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ସପ୍ତମ ତଥା ସ୍ୱଳ୍ପକାଳୀନ ମୌସୁମି ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୪ଟି କାର୍ଯ୍ୟ ଦିବସ ଆଗରୁ ଶେଷ ହୋଇଛି। ୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ମାତ୍ର ୫…

Continue reading
ମହାନଦୀରେ ବନ୍ୟା

ଭୁବନେଶ୍ବର : ମହାନଦୀରେ ଆସୁଛି ବନ୍ୟା। ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ୍‌ ବନ୍ୟା ପାଣି ଛୁଇଁବା ଦ୍ବାରା ମହାନଦୀରେ ଛୋଟ ଧରଣର ବନ୍ୟା ଆସୁଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି। ସୂଚନାନୁଯାୟୀ, ମହାନଦୀର ଶାଖା ଲୁଣା,…

Continue reading
କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ଦେବଗଡ଼:ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟରେ ଆଜି ଦେବଗଡର ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ଓ ବୌଦ୍ଧ ଜିଲ୍ଲାର ଜ୍ଞାନ ପ୍ରକାଶର ମିଳିତ ସହଯୋଗରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର ସଭାପତି ଡ.ଭାରତ ଭୁଷଣ ନନ୍ଦଙ୍କ…

Continue reading
ଖପରସାହି ଦୁର୍ଗା ପୂଜା କମିଟିର ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ

ଦେବଗଡ଼:ପୌରାଚଂଳର ଖପର ସାହି ଦୁର୍ଗା ପୂଜା କମିଟି ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉମାଶଙ୍କର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବିଗତ ବର୍ଷ ଆୟ ବ୍ୟୟ ସଂପର୍କରେ ଆଲୋଚନା କରାଯିବା ସହ ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣ କରାଯିବ…

Continue reading
ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ

ଦେବଗଡ଼:ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ,ଜିଲ୍ଲପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ…

Continue reading
ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଦେବଗଡ଼:ଜିଲ୍ଲାପରିଷଦ, ଜିଲ୍ଲା ଜଳ ପରିମଳ ମିଶନ ଓ ତିଲେଇବଣି ପଂଚାୟତ ସମିତି ପକ୍ଷରୁ ଆଜି ତିଲେଇବଣି ବ୍ଲକରେ ଥିବା କୈଳାସ ପର୍ଯ୍ୟଟନସ୍ଥଳୀରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ…

Continue reading
ଟମେରିବାଡ଼ି ଅଙ୍ଗନବାଡି କେନ୍ଦ୍ରରେ ‘ଅଙ୍ଗନ କି ଉତ୍ସବ’

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେରେଡାକିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟମେରିବାଡ଼ି ଅଙ୍ଗନବାଡି କେନ୍ଦ୍ରରେ ‘ଅଙ୍ଗନ କି ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ପ୍ରତିଭା ବିକାଶ ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନ କରାଯାଇଥିଲା।କାର୍ଯ୍ୟକ୍ରମରେ…

Continue reading