୫ ଅଳଙ୍କାର ଦୋକାନରେ ବିକ୍ରି ହେଉଥିଲା ନକଲି ସୁନା

ଭୁବନେଶ୍ବର : ରାଜ୍ୟର ୫ ଅଳଙ୍କାର ଦୋକାନ ବିକ୍ରି ହେଉଥିଲା ନକଲି ସୁନା। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ ନକଲି ହଲମାର୍କ ପାଇଁ ଅମ୍ବିକା…

Continue reading
ଶ୍ରୀମନ୍ଦିର ଜଗିବେ ସ୍ୱତନ୍ତ୍ର ବାଟାଲିୟନ

ପୁରୀ: ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ବାଟାଲିୟନ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ପୁଲିସ ବିଭାଗରୁ ସୁରକ୍ଷା କର୍ମୀଙ୍କୁ ନିଆଯିବ ଆଉ ଖୁବଶୀଘ୍ର ଜେଟିପି ନିଯୁକ୍ତ ହେବେ । ବାଟାଲିୟନରେ…

Continue reading
୫ବର୍ଷରେ ମରିଛନ୍ତି ୪୦୩ ହାତୀ

ଭୁବନେଶ୍ୱର: ରାଜ୍ୟରେ ‘ହାତୀ କରିଡର’ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ହାତୀଙ୍କୁ ସୁରକ୍ଷା ଯୋଗାଇବା ପ୍ରୟାସ ଏପର୍ୟ୍ୟନ୍ତ ସଫଳ ହୋଇପାରିନାହିଁ। ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୪୦୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୧୪-୧୫ରୁ ୨୦୨୪-୨୫(ଡିସେମ୍ବର ୨ତାରିଖ…

Continue reading
ହାତୀ ଆକ୍ରଣରେ ମହିଳା ମୃତ

ଅନୁଗୋଳ:ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ହାତୀ ଆକ୍ରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପାଟକମୁଣ୍ଡା ଗାଁର ମନ୍ଦିରି ସାହୁ(୪୫)।ଆଜି ସକାଳେ ମନ୍ଦିରି ଧାନ କାଟିବା ପାଇଁ ଯାଉଥିଲେ। ଏହି ସମୟରେ ସେ ହାତୀ…

Continue reading
ଆସନ୍ତା ୩ଦିନ ମଧ୍ୟରେ ହ୍ରାସ ପାଇପାରେ ରାତି ତାପମାତ୍ରା

ଭୁବନେଶ୍ୱର:ବୁଧବାର ମଧ୍ୟ କେତେକ ଜିଲାରେ ହାଲୁକା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇପାରେ। ସୁନ୍ଦରରଗଡ଼, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା,କଟକ, ଝାରସୁଗୁଡ଼ା,…

Continue reading
୪୦୦ କଏଦୀଙ୍କ ସଜା ହେବ କୋହଳ

ଭୁବନେଶ୍ୱର୨: କଏଦୀଙ୍କ ପାଇଁ ଆସିଲା ଖୁସିଖବର। ରାଜ୍ୟର ୮୭ଟି ଜେଲ୍‌ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ । ଅପରାଧ କରିଥିଲେ ସୁଦ୍ଧା ଜେଲ୍‌ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରୁ ସଜା କୋହଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ…

Continue reading
ଡବଲ ଡେକର୍‌‌ ବସ୍‌ ସେବା ପାଇଁ ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର : ଦିଲ୍ଲୀ, ମୁମ୍ବାଇ ମେଟ୍ରୋ ସହର ଭଳି ଓଡ଼ିଶାରେ ଗଡ଼଼ିବ ଦୁଇଥାକିଆ(ଡବଲ ଡେକର୍‌‌) ବସ୍‌‌। ଏଥିପାଇଁ କ୍ୟାପିଟାଲ୍‌‌ ରିଜିୟନ୍‌‌ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌‌) ପକ୍ଷରୁ ଟେଣ୍ଡର୍‌‌ ଆହ୍ୱାନ କରାଯାଇଛି। ପ୍ରାଥମିକ ପର୍ୟ୍ୟାୟରେ ଏହି ବସ୍‌‌ ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରେ…

Continue reading
ପଦବୀ ମାଡ଼ି ବସିଛନ୍ତି ୨୬ ଆଇଏଏସ୍ ଓ ୧୦୮ ଓଏଏସ୍ ଅଫିସର

ରାଜ୍ୟରେ ବିଜେଡିର ୨୪ବର୍ଷର ସରକାରକୁ ଲୋକେ ପ୍ରତ୍ୟାଖ୍ୟାନ କଲେ । ବିଜେପିକୁ ଏକାକୀ ସରକାର ଗଢ଼ିବାର ସୁଯୋଗ ବି ଦେଲେ । କିନ୍ତୁ ପ୍ରଶାସନିକ ବାବୁମାନଙ୍କର ଦବଦବା ପୂର୍ବଭଳି କାଏମ ରହିଛି । ରାଜ୍ୟ ସରକାରଙ୍କ ବଦଳି ନୀତିକୁ ଖୋଲାଖୋଲି ଉଲ୍ଲଘଂନ…

Continue reading
କନିଷ୍ଠ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

କନିଷ୍ଠ କିରାଣିଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଜାନି କରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଦେବଜାନିଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରିଛି…

Continue reading
ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ସରକାରଙ୍କ ଉଦ୍ୟମ, ଗଠନ ହେବ ଟାସ୍କ ଫୋର୍ସ

ଭୁବନେଶ୍ୱର : ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ…

Continue reading