ଶୀତ ଅଧିବେଶନରେ ସପ୍ଲିମେଣ୍ଟାରୀ ବଜେଟ ଆଣିବେ ମୋହନ ସରକାର; ସମସ୍ତ ବିଭାଗକୁ ପ୍ରସ୍ତାବ ମାଗିଲେ ଅର୍ଥ ସଚିବ

ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବ୍ୟୟ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ସପ୍ଲିମେଣ୍ଟାରୀ ଷ୍ଟେଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର୍‌ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ବିଭାଗର ନୂଆ ଯୋଜନା, ଅତିରିକ୍ତ ଆବଶ୍ୟକତା ଓ ଅନୁମୋଦିତ କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ବଜେଟ…

Continue reading
୪ ଜିଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ବର : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୨ରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। କୋରାପୁଟରେ ୮୨.୨ ମି.ମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ୪୯.୭ ମି.ମି. ଛତ୍ରପୁରରେ ୪୩.୮ମିମି, ପାରଳାଖେମୁଣ୍ଡିରେ ୫୮ମିମି, କେନ୍ଦ୍ରାପଡ଼ାରେ ୪୨ ମି.ମି. ବର୍ଷା…

Continue reading
ଆଜି ରାତିରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ

ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବୁଧବାର ରାତିରେ ଗଭୀର ଅବପାତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାକୁ ଥିବା ବେଳେ ଏହାର ସର୍ବାଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ। ଏହାର…

Continue reading
ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ହୋହାଲ୍ଲା । MMDR ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗ୍ୟରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି ।…

Continue reading
ସ୍ତ୍ରୀ, ପୁଅ ସହ ୨ ପୂଜାରୀଙ୍କ ହତ୍ୟାକାରୀକୁ ଏନକାଉଣ୍ଟର

ନୂଆଦିଲ୍ଲୀ: ୮ ଘଣ୍ଟାର ଅପରେସନ ସଫଳ । ହତ୍ୟାକାରୀଙ୍କୁ ଏନକାଉଣ୍ଟର କରିଛି ପୁଲିସ୍ । ଉତ୍ତରପ୍ରଦେଶ ଆଜମଗଡ଼ରେ ୪ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଅରବିନ୍ଦ ସିଂକୁ ଏନକାଉଣ୍ଟର ହୋଇଛି । ୮ ଘଣ୍ଟାର ଅପରେସନ ପରେ ପୁଲିସ ଗୁଳିରେ ହତ୍ୟାକାରୀର…

Continue reading
୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଓଡ଼ିଶାର ଦକ୍ଷିଣ…

Continue reading
ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ବିବେକ ଆଧାରରେ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରିଥିବା ପିଲାମାନଙ୍କୁ ସୁରକ୍ଷା…

Continue reading
ମହାନଦୀ ଅବବାହିକାରୁ ଗ୍ୟାସ୍ ମିଳିବା ପ୍ରସଙ୍ଗ: ଓଡ଼ିଶାକୁ ବାଛିବାରେ ମୁଖ୍ୟ ଭୂମିକା ନେଇଥିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାର ମହାନଦୀ ଉପତଟୀୟ ଅବବାହିକାରେ ଖନନରୁ ଗ୍ୟାସ୍ ବାହାରିବା ଘଟଣା ସାରା ଦେଶ ପାଇଁ ଆଶ୍ବାସନାର ବିଷୟ ହୋଇଛି। ଓଡ଼ିଶା ମଧ୍ୟ ଏଥି ପାଇଁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି। ସମୁଦ୍ର ମନ୍ଥନ ଅଭିଯାନ ଅଧୀନରେ ‘ଓଏନ୍‌ଜିସି’ ଏହି ଗ୍ୟାସ୍…

Continue reading
ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୃପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପଛପଟୁ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେବାରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ, ଉଭୟେ ବାଇକ୍‌ରେ ସ୍କୁଲ ଯାଉଥିବା ବେଳେ ପଛପଟୁ ଆସିଥିବା ଏକ…

Continue reading
MMDR ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସର ଆନ୍ଦୋଳନ ଜାରି ରହି

MMDR କଳା ଆଇନ ପ୍ରତ୍ୟାହାର ନହେବା ଯାଏଁ ଗୃହ ଭିତରେ ଓ ରାଜରାସ୍ତାରେ କଂଗ୍ରେସର ଆନ୍ଦୋଳନ ଜାରି ରହିବ । କେନ୍ଦ୍ର ସରକାର ଓଡ଼ିଶାର ଖଣିକୁ ଦୁଇଜଣ ବେପାରୀଙ୍କ ହାତକୁ ଟେକି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ…

Continue reading