ନୀତି ଓ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ:ସାରଦା ଜେନା

ସରକାରୀ ସ୍କୁଲରେ ଅର୍ଦ୍ଧ ବାର୍ଷିକ ପରୀକ୍ଷା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେଡି । ନୀତି ଓ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ସରକାରୀ ଶିକ୍ଷାନୁଷ୍ଠାନକୁ…

Continue reading
ପଞ୍ଚାୟତ ନିର୍ବାଚନରେ OBC/SEBC ସଂରକ୍ଷଣ ନେଇ ସରକାରଙ୍କ ବିଚାରାଧୀନ

ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗଙ୍କୁ ୨୭% ସଂରକ୍ଷଣ ଦିଆଯିବ କି ? ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, OBC/SEBC…

Continue reading
ବିଧାନସଭାର ମର୍ଯ୍ୟାଦାକୁ ବିଜେଡି ହନନ କରିଛି:ମାନସ ଦତ୍ତ

ବିଧାନସଭାରେ ବିଜେଡିର ଆଚରଣକୁ ନେଇ ବର୍ଷିଛନ୍ତି ବିଜେପି ବିଧାୟକ ମାନସ ଦତ୍ତ । ସେ କହିଛନ୍ତି, ବିଧାନସଭାର ମର୍ଯ୍ୟାଦାକୁ ବିଜେଡି ହନନ କରିଛି । ବିରୋଧୀ ଦଳ ଭାବେ ଯେଉଁ ଭୂମିକା ନିଭାଇବା କଥା, ତାହା ନକରି ପଳାୟନପନ୍ଥୀ ହେଉଛି ବିଜେଡି…

Continue reading
ଆଜି ୬ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

ଆଜି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ଏଥିପାଇଁ ଆଜି ସକାଳୁ ସ୍ୱତନ୍ତ୍ର ନୀତିକାନ୍ତୀ ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ପୂଜା ଵିଧି…

Continue reading
ଆଜି ସୁପ୍ରିମକୋର୍ଟରେ ପୁଣି ଡିଜିପି ମାମଲାର ଶୁଣାଣି

ଓଡ଼ିଶା DGP ନିଯୁକ୍ତି ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି। ଗତକାଲି ଶୁଣାଣିରେ ବରିଷ୍ଠ IPS ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦେବା ଏବଂ ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍କୁ ନେଇ ମୁଖ୍ୟ ପ୍ରଶ୍ନ ଉଠିଥିଲା।ଏହା ସହିତ ସଂଜୀବ…

Continue reading
୭ ଦିନିଆ ‘ଇକୋନୋମିକ୍ ବ୍ଲକେଡ୍’ ଘୋଷଣା କଲା କଂଗ୍ରେସ

ଦଶହରା ପରେ ଓଡ଼ିଶା ବନ୍ଦ ଡାକରା। ୭ ଦିନିଆ ‘ଇକୋନୋମିକ୍ ବ୍ଲକେଡ୍’ ଘୋଷଣା କଲା କଂଗ୍ରେସ। MMDR ଆକ୍ଟ ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ମୁଖ୍ୟ ପ୍ରସଙ୍ଗ କରିଛି ରାଜ୍ୟ କଂଗ୍ରେସ। ରାଜ୍ୟରେ ଖଣି ଲୁଟ୍ ପାଇଁ ବିଜେଡି…

Continue reading
ଭୁଶୁଡୁଛି ବିଜେଡିର ପଞ୍ଚାୟତ ସଂଗଠନ, ବିଜେପି ମୁହାଁ ପଞ୍ଚାୟତ ପ୍ରତିନିଧି

ଅନାସ୍ଥା ହାୱାରେ ଦୋହଲୁଛି ବିରୋଧୀ ଗଡ଼। ଭୁଶୁଡୁଛି ବିଜେଡିର ପଞ୍ଚାୟତ ସଂଗଠନ। ବିଜେପି ମୁହାଁ ପଞ୍ଚାୟତ ପ୍ରତିନିଧି। ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ। ଗତ ଦୁଇବର୍ଷରେ ୬୧ ସରପଞ୍ଚ ଓ ୯ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନାସ୍ଥାରେ ଯାଇଛି ପଦ। ଅନୁଗୁଳ,…

Continue reading
ମୀରାବାଇ ଚାନୁ ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ : ଭାରତର ପ୍ରସିଦ୍ଧ ତଥା ଷ୍ଟାର ଭାରୋତ୍ତୋଳକ ମୀରାବାଇ ଚାନୁ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା ୪୯ କିଲୋଗ୍ରାମ ଇଭେଣ୍ଟରେ ମୋଟ ୧୯୮ କିଲୋଗ୍ରାମ ଭାର ଉଠାଇ ରୌପ୍ୟ ପଦକ ଜିତିଛନ୍ତି। ଏହା ମୀରାବାଇଙ୍କ ପ୍ରଥମ…

Continue reading
ବ୍ୟାଙ୍କ ସଟର କାଟି ଲୁଟ୍ ଉଦ୍ୟମ

ବ୍ୟାଙ୍କ ସଟର କାଟିଲେ ଦୁର୍ବୃତ୍ତ। ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ବିଳମ୍ବିତ ରାତିରେ ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଛନ୍ତି। ବ୍ୟାଙ୍କର ସଟର କାଟି ଭିତରକୁ ପଶି ଲୁଟ୍ ଉଦ୍ୟମ କରିଥିବା ଜଣାପଡ଼ିଛି। ସକାଳେ ସ୍ଥାନୀୟ…

Continue reading
ସିମିଳିଗୁଡାରେ ୨୩୦.୨ ମିମି ରେକର୍ଡ

କୋରାପୁଟ: କୋରାପୁଟରେ ଛେଚୁଛି ବର୍ଷା । ସିମିଳିଗୁଡାରେ ସର୍ବାଧିକ ୨୩୦.୨ ମିଲିମିଟର ବର୍ଷା । ଗତ ୨୪ ଘଣ୍ଟାରେ ସବୁଠାରୁ ଅଧିକ ବର୍ଷା କୋରାପୁଟ ଜିଲ୍ଲାରେ ହୋଇଛି। ଜୟପୁର ବ୍ଲକରେ ୧୬୧ ଦଶମିକ ୬ ମିଲିମିଟର, ବୋରିଗୁମ୍ମା ବ୍ଲକରେ ୧୩୮ ଦଶମିକ…

Continue reading