ପାଖେଇ ଆସୁଛି ଗଭୀର ଅବପାତ:କଳିଙ୍ଗପାଟନମରୁ ୬୦ କିମି ଦୂରରେ
ବଢିଲାଣି ଭୟ, ରାତିକୁ ଆସୁଛି ବିପଦ। ସମୁଦ୍ରରେ ପାଖେଇ ଆସୁଛି ଗଭୀର ଅବପାତ। କମୁଛି ଗତି, ସମୁଦ୍ରରେ ଗୋଟାଉଛି ଶକ୍ତି । ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଆସୁଛି ଗଭୀର ଅବପାତ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗଲା…
ବଢିଲାଣି ଭୟ, ରାତିକୁ ଆସୁଛି ବିପଦ। ସମୁଦ୍ରରେ ପାଖେଇ ଆସୁଛି ଗଭୀର ଅବପାତ। କମୁଛି ଗତି, ସମୁଦ୍ରରେ ଗୋଟାଉଛି ଶକ୍ତି । ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଆସୁଛି ଗଭୀର ଅବପାତ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗଲା…
ଦେବଗଡ଼:ଘରେ ନ ପଶୁଣୁ ଚାଳ ବାଜିବା ଆରମ୍ଭ ହେଲାଣି। ଶିଳ୍ପ ବିହୀନ କୃଷି ପ୍ରଧାନ ଦେବଗଡ଼ ଜ଼ିଲ୍ଲାରେ ଶିଳ୍ପର ବିକାଶ ନିମନ୍ତେ ଏକ ନ୍ୟୁକ୍ଲିୟର ପ୍ଲାଣ୍ଟ ହେବା ନିମନ୍ତେ ସରକାରଙ୍କ ତରଫରୁ ପ୍ରସ୍ତାବ ଆଗତ ହୋଇଥିଲା। ଏହା ଫଳରେ ଦେବଗଡ଼ ଜ଼ିଲ୍ଲା…
ଦେବଗଡ଼:ଭୁଲ ଇଞ୍ଜେକେସନ ଯୋଗୁଁ ଜଣେ କିନ୍ନରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ କିନ୍ନର ହେଲେ ଦେବଗଡ ଥାନାର ବାସୁଦେବପୁର ଗ୍ରାମର ଲଗେନ ବାଘ(୨୨)।ତାଙ୍କର ମୃତ୍ୟ ପରେ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ପରିବାରକୁ ଉଚିତ କ୍ଷତିପୂରଣ ଓ ଅନ୍ୟ ଜିଲ୍ଲାରେ…
ଦେବଗଡ଼:ଜିଲ୍ଲା ଭୂମିହୀନ ସଂଗ୍ରାମୀ ପରିଷଦ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ। ପରିଷଦର ସଭାପତି କୁମାର ଯାତ୍ରାମା ମୁଣ୍ଡାଙ୍କ ନେତୃତ୍ବରେ ପରିଷଦର ବହୁ ସଦସ୍ୟ ଧାରଣାରେ ସାମିଲ ହୋଇ ନିଜର ମତ ରଖିଥିଲେ। ସୂଚନା ଅନୁଯାୟୀ,…
ରାଇକିଆ: ସେବା ସଂକଳ୍ପ ଅଭିଯାନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ମେଡିକାଲ ରାସ୍ତାର ଉଭୟ ପାର୍ଶ୍ଵ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଞ୍ଚଳରେ ସବୁଜିମା ବୃଦ୍ଧି, ପରିବେଶର ସୁରକ୍ଷା ଓ ଜନସାଧାରଣଙ୍କ…
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ ହୋଇଛି ।…
ଭୁବନେଶ୍ବର : ଟ୍ରେନ୍ ଧକ୍କାରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ । ମୃତକ ଜଣକ ହେଲେ ଡେଣ୍ଟିଷ୍ଟ ଡାକ୍ତର ଅମୃତ ଜେନା। କଳାରାହାଙ୍ଗ ଲେଭଲ୍ କ୍ରସିଂ ନିକଟରେ ହୋଇଛି ଅଘଟଣ।ମଞ୍ଚେଶ୍ଵର ଥାନା ଅଞ୍ଚଳରେ ରହୁଥିଲେ ଡାକ୍ତର ଅମୃତ ଜେନା । ଡାକ୍ତର…
ଭୁବନେଶ୍ବର: ପ୍ରଥମ ଦିନରୁ ହୋହଲ୍ଲା। ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା । ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ପ୍ରତିବାଦରୁ ପ୍ରଥମାର୍ଦ୍ଧ ଓ ଅପରାହ୍ନ ଅଧିବେଶନ ମାଡ଼ ଖାଇ ଯାଇଛି । ପାଟିତୁଣ୍ଡ ମଧ୍ୟରେ ଗୃହରେ ୬ଟି ବିଲ୍ ଆଗତ ହୋଇଛି…
ଭୁବନେଶ୍ୱର : ଓଡ଼ିଶା କଂଗ୍ରେସର ନବଗଠିତ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତାଙ୍କ ପ୍ରଥମ ବୈଠକରେ ଦଳୀୟ ଏକତା ଓ ସଂଗଠନ ସୁଦୃଢ଼ କରିବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ଏଣିକି ‘ମୁଁ’ ନୁହେଁ, ‘ଆମେ’ ଭାବନାରେ କାର୍ଯ୍ୟ କରିବା ସହ ତୃଣମୂଳ…
କୋରାପୁଟ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲାରେ ୨୨ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ିର ପୂର୍ବାନୁମାନ କରାଯାଇଛି । ଲଗାତାର ବର୍ଷା ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…